Browsing Category
ଜିଲ୍ଲା ଖବର
ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲୋରି ଓନର୍ସ ଆସୋସିଏସନ୍ର କର୍ମକର୍ତା ଚୟନ ଆଜି ରୁଦ୍ରାନ୍ତ ଦଳେଇ କଦଳୀ ବଗିଚା, ଭଗବାନପୁର ଠାରେ ସଂଘର ସଭାପତି ରୁଦ୍ରାନ୍ତ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ସଭାପତି ରୂପେ ରୁଦ୍ରାନ୍ତ କୁମାର ଦଳେଇ, କାର୍ଯ୍ୟକାରୀ ସଭାପତି ଭାବେ…
ନାବାଳିକ ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା
ଢେଙ୍କାନାଳ: ମୋଟଙ୍ଗା ଥାନା ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରକରି ଆଜି ଫାଷ୍ଟ୍ରଟ୍ରାକ୍-ସ୍ପେସାଲ୍ କୋଟ୍ ବିଚାରପତି ସୂର୍ଯ୍ୟମଣି ମହାପାତ୍ର, ଅଭିଯୁକ୍ତ ଶତ୍ରୁଘ୍ନ ଦେହୁରୀକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।…
ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଚେସ୍ ପ୍ରତିଯୋଗିତା
ଢେଙ୍କାନାଳ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଚେସ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା…
ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ
ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସ୍ବଚ୍ଛତା ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ…
ତ୍ରିନାଥ ମନ୍ଦିର ର ଶିଳାନ୍ୟାସ ଉତ୍ସବ ପାଳିତ
ଢେଙ୍କାନାଳ : କୈବଲ୍ୟ ବଜାର ସ୍ଥିତ କୃଷକ ବଜାର ଠାରେ ତ୍ରିନାଥ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ ପଥର ସକାଳ ୮ ଘଟିକା ସମୟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ସଂକୀର୍ତ୍ତନ କରାଯାଇଥିଲା।ପୂଜକ ଲିଙ୍ଗରାଜ ପତି ପୂଜାର୍ଚ୍ଚନା କରିଥିଲେ।…
ଶଙ୍କରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି – ୨୦୨୩
ଢେଙ୍କାନାଳ : ଢେଙ୍କାନାଲ ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି – ୨୦୨୩ କାର୍ଯ୍ୟକ୍ରମ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜିକା ରମା ବେହେରାଙ୍କ ନେତୃତ୍ୱରେ ନୁଷ୍ଠିତ ହୋଇଯାଇଅଛି । ଉକ୍ତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଶଙ୍କରପୁର…
ସିକିମ ରେ ସହୀଦ ହେଲେ ଓଡ଼ିଆ ଯବାନ ସରୋଜ
କାମାକ୍ଷାନଗର: ସିକିମ ର ପ୍ରଳୟଙ୍କରୀ ବନ୍ୟାରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଦେଶ ମାତୃକା ର ସେବାପାଇଁ ସହୀଦ ହୋଇଛନ୍ତି । ଦୀର୍ଘ ଚବିଶ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଚାଲିଥିବକ୍ଷ ସର୍ଚ୍ଚ ଅପରେସନ ରେ ଆଜି ସରୋଜ ଙ୍କ ମୃତଦେହ କୁ ସେନାବାହିନୀ ଉଦ୍ଧାର…
ସାରା ଓଡିଶା କମ୍ପ୍ୟୁଟର ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ
କଟକ: କଟକ ର ସ୍ଥାନୀୟ ବକ୍ସି ବଜାର ସ୍ଥିତ ପେନ୍ସନ୍ ଲେନ୍ ରେ ସାରା ଓଡିଶା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଓଡିଶା ଉଫୁନା ର ମୁଖ୍ୟ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇ…
ପ୍ରସ୍ତୁତି ବୈଠକ ରେ ନିଷ୍ପତି,କପିଳାସ ମହୋତ୍ସବ ନଭେମ୍ବର ୨୫ ରୁ
ଢେଙ୍କାନାଳ : ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସର ପକ୍ଷରୁ କପିଳାସ ମହୋତ୍ସବ ୨୦୨୩ ଓ ଅନୁଷ୍ଠାନର ୨୧ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଓ ପ୍ରତିଭା ଚୟନ ଆୟୋଜନ ନିମନ୍ତେ ମହାବୀର ବଜାର ସ୍ଥିତ ମମତାମଣ୍ଡପରେ ପ୍ରସ୍ତୁତି…
ଡଃ. ପ୍ରଫୁଲ୍ଲ ପାଣିଙ୍କୁ ଢେଙ୍କାନାଳ ଗୈାରବ ସମ୍ମାନ
ଢେଙ୍କାନାଳ : ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ପରିସର ରେ ସାପ୍ତାହିକ ସମ୍ବାଦପତ୍ର ସବୁଜ ଓଡିଶାର ଖୋଲାଫର୍ଦ ପକ୍ଷରୁ ୩୨ ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବ ରେ ଢେଙ୍କାନାଳ ସାଂସଦ ମୁଖ୍ୟ ଅତିଥି, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ଏବଂ…