Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଗୁନେଇବିଲି ଉଚ୍ଚ ବିଦ୍ୟାଳୟ ରେ ରୋପ୍ୟ ଜୟନ୍ତୀ ସମାରୋହ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଗୁନେଇଁବିଲି ଉଚ୍ଚ ବିଦ୍ୟାଳୟ ର ୧୯୯୦ ବ୍ୟାଚ୍ ରୋପ୍ୟ ଜୟନ୍ତୀ ସମାରୋହ ଗତ ଶୁକ୍ରବାର ଗୁନେଇବିଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଇତି ଅବସରରେ ବିଦ୍ୟାଳୟ ର ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ଜିଲ୍ଲା ଯୁବମୋର୍ଚ୍ଚା ରାଜ୍ୟକରିଣୀ ବୈଠକ ଢେଙ୍କାନାଳ

ଢେଙ୍କାନାଳ : ଅଦ୍ୟ ଦିନ ଢେଙ୍କାନାଳ ଜିଲ୍ଲା ବିଜେପି କାଯ୍ୟାଳୟ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା ସଭାପତିତ୍ୱ କରିଥିଲେ । ଭାରତ ବର୍ଷର ଯଶସ୍ୱୀ…

ଆଜି ନିର୍ଜଳା ଏକାଦଶୀ ଓ ଋକୃଣୀ ବିବାହ ଉତ୍ସବ ପାଳିତ

ଢେଙ୍କାନାଳ : କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ନିର୍ଜଳା ଏକାଦଶୀ ଓ ଋକୃଣୀ ବିବାହ ଉତ୍ସବ ପାଳିତ ମଙ୍ଗନ ହାଣ୍ଡି କାର୍ଯ୍ୟକ୍ରମ କରାଯାଇଥିଲା। ଆଜିପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର, ତୁଳସୀ ହାର,ବଲ୍ଳବ ଭୋଗ ଲାଗି…

ଗଁଦିଆ ଅନ୍ତର୍ଗତ ବଜ୍ରପାତରେ ଜଣେ ଆହତ

ଢେଙ୍କାନାଳ : ବଜ୍ରପାତରେ ଜଣେଆହତ ଗଁଦିଆତା ୩୧/୫/୨୩----ଗଁଦିଆଥାନାଅନ୍ତର୍ଗତ ମନ୍ଦାରଗ୍ରାମପଞ୍ଚାୟତଅଧିନ ମନ୍ଦାରଦେଉଳସହିଗ୍ରାମରଟଙ୍କଧର ସାହୁଙ୍କରପତ୍ନୀଟିକିପ୍ରିୟା ସାହୁ ୨୬ ବର୍ଷ ନିଜଘରବାରଣ୍ଡାରେ ବସିଥିବାସମୟରେ…

ଗଁ ଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନ 5:30ସମୟରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ…

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି…

ଢେଙ୍କାନାଳ : କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ…

ସିଆରପିଏଫ ଯବାନଙ୍କ ପରଲୋକ ,ଜନ୍ମମାଟିରେ ଶେଷକୃତ୍ୟ ସମ୍ପର୍ଣ

ଢେଙ୍କାନାଳ : ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ କାର୍ଯ୍ୟରତ ଯବାନ୍ ଧ୍ରୁବ ଚରଣ ସାମଲ ଙ୍କ ପରଲୋକ ହୋଇଛି I ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧ୍ରୁବ ଚରଣ ସାମଲ ଅସୁସ୍ତ ହୋଇ ଡାକ୍ତରଖାନା ରେ ବରତି ହୋଇ ଥିଲେ I ସୁସ୍ତ ହୋଇ ଘର କୁ ଆସିବା ପରେ…

୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ

ଢେ଼ଙ୍କାନାଳ : ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ମହୋଦୟଙ୍କ ନେତୃତ୍ୱ ରେ ଜୁନ ୮ ତାରିଖରେ ଓଡିଶାର ପ୍ରତ୍ୟେକ ପରିବାର କୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ଦେବାପାଇଁ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଦାବି ପତ୍ର ଓ ଜନ ଆନ୍ଦୋଳନକୁ ସଫଳ କରିବା…

ଭୀମ୍ ଆର୍ମୀ ଢେଙ୍କାନାଳ ଜିଲ୍ଲା ତରଫରୁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଷାପାଟ ଠାରେ ଭୀମ୍ ଆର୍ମୀ ଭାରତ ଏକତା ମିଶନ ତରଫରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ପି.ଆର୍.ଓ. କମଳ ଲୋଚନା ପାତ୍ର ଏବଂ ଆଡଭୋକେଟ୍ ପ୍ରଦୁ୍ୟମ୍ନ ନାୟକ, ଢେଙ୍କାନାଳ ଜିଲ୍ଲା ସଭାପତି…