Take a fresh look at your lifestyle.
Browsing Category

ଜିଲ୍ଲା ଖବର

ପୁଷ୍ଟିଶସ୍ୟ ଉଭୟ ମଣିଷ ତଥା ପରିବେଶ ନିମନ୍ତେ ଜରୁରୀ

ଢେଙ୍କାନାଳ : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡ଼ିଶା ମିଲେଟ୍ ମିଶନ, ଢେଙ୍କାନାଳ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ପୁଷ୍ଟିଶସ୍ୟ ସଚେତନତା ରଥ ର ଶୁଭ ଉଦ୍ଘାଟନ  ଜିଲ୍ଲାପାଳ  ସରୋଜ କୁମାର ସେଠୀ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଅଛି। ଜିଲପାଳ ଶ୍ରୀ ସେଠୀ କମ୍ ପାଣି ଏବଂ…

ଶ୍ରୀ  ମହାକାଳେଶ୍ଵର ମହା ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ କଳସ ଯାତ୍ରା

ଢେଙ୍କାନାଳ : ସହର ସ୍ଥିତ କବଲ୍ୟ ବଜାର ରେ ଥିବା ଗାୟତ୍ରୀ ଶକ୍ତି ପୀଠ ଠାରେ ବାବା ମହାକାଳେଶ୍ଵରଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭାଗୀରଥି ସାଗର କୂଳରେ ପଣ୍ଡିତମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ୧୧୦ ରୁ ଉର୍ଦ୍ଧ୍ବ…

ଆମେଚର ତାଇକୋଣ୍ଡୋ ପକ୍ଷରୁ ୯ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଫାଉଣ୍ଡେସନ୍ର ସହଯୋଗରେ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଢେଙ୍କାନାଳ ସହରର ମହାବୀର ବଜାରସ୍ଥିତ ମମତା ମଣ୍ଡପ ଓ ତହସିଲ କାର୍ଯ୍ୟଳୟ ସମ୍ମୁଖ ସ୍ପୋର୍ଟସ୍ କଂପ୍ଲେକ୍ସ ପରିସରରେ ଥିବା ପ୍ରଶିକ୍ଷଣ…

ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଦାବୀ

ଢେଙ୍କାନାଳ: କମଳାଙ୍ଗ ଗ୍ରାମପଂଚାୟତ ଦେଇ ନୂତନ ଭାବେ ନିର୍ମତ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ଯାଇଥିବା କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ତରଫରୁ ସ୍ଥାନୀୟ ସରପଂଚ ଜିତେନ୍ଦ୍ର କୁମାର ବେହେରା ଆଜି ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଅନେକ ଦିନରୁ ଉକ୍ତ…

ଅମଲାମାନଙ୍କର କଳାବ୍ୟାଜ ପରିଧାନ :ଦାବି ପୂରଣ ନ ହେଲେ ଜୁନ୍ ୧ ତାରିଖରୁ ସମୁହିକ ଛୁଟି

ଢେଙ୍କାନାଳ:  ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଗତ ୨୧ ତାରିଖ ସୁଦ୍ଧା ସରକାର ମିଳିତ ଅମଲା ମଂଚର ଦାବି ପୂରଣ କରିନଥିବାରୁ ଆଜି ଠାରୁ ରାଜର ତଥା ଢେଙ୍କାନାଲ ଜିଲ୍ଲାର ସମସ୍ତ ବିଭାଗ ଅଫିସ୍ର ସମସ୍ତ ଅମଲାମାନେ କଳାବ୍ୟାଜ ପରିଧାନ…

ଆମ୍ ଆଦମୀ ପାର୍ଟିର ଜିଲ୍ଲା ସକ୍ରିୟ କର୍ମୀ ସମ୍ମିଳନୀ ଏବଂ ଜୁନ ୮ ବିଜୁଳି ଆନ୍ଦୋଳନ ପ୍ରସ୍ତୁତି ବୈଠକ

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଗୋପବନ୍ଧୁ ଟାଉନହଲଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।…

ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ

ଢେଙ୍କାନାଳ : ନା ବାଳିକାକୁ ଧର୍ଷଣ ଅଭିଯୋଗରେଜଣେ ଗିରଫ ଗଁଦିଆ ତା ୨୧/୫/୨୩--ଗଁଦିଆ ଅଂଚଳରେ ଜଣେ ନା ବଳିକାକୁ ଧର୍ଷଣଅଭିଯୋଗରେ ପୋଲିସଜଣକୁଗିରଫକରିଛି। ପୋଲିସ ଠାରୁ ପ୍ରକାଶ ଗଁଦିଆଥାନାଅନ୍ତର୍ଗତ ପୋରୁହଖୋଜ ଗ୍ରାମପଂଚାୟତ ଅଧିନ ବଣିଆପଡ଼ା ଗ୍ରାମ ଅଧିନ(କଲଣସାହି)ରଜଣେ ୬ ବର୍ଷର ନାବାଳିକା ୧୯…

ଶ୍ରୀ ଜଗନ୍ନାଥ ସେବା ପରିଷଦ ଅପବିତ୍ର ରଥକାଠର ପବିତ୍ରୀକରଣ କରାଯାଉ

ଢେଙ୍କାନାଳ : ରଥଗଡା ଠାରେ ଆଗାମୀ ରଥଯାତ୍ରା ଉପଲକ୍ଷେ ରଖାଯାଇଥିବା ରଥକାଠ ଉପରେ ଯୋତାଚପଲ ମାଡି ଚଢିବା, ଅଇଁଠା ପତ୍ର ଓ ଆମିଷ ଦ୍ରବ୍ୟ ପଡିବା ଆଦି କାରଣରୁ ଏହା ସଂପୂର୍ଣ୍ଣ ଅପବିତ୍ର ହୋଇପଡିଛି । ଏଥିପାଇଁ ବିହିତ ପବିତ୍ରୀକରଣ କାର୍ଯ୍ୟ ରାଜପୁରୋଧା ପଂଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ…

ଇନର ହୁଇଲ କ୍ଲବ କପିଳାସ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ ପ୍ରତିଭା ଅନ୍ବେଷଣ ସିଜିନ ଟୂଅନୁଷ୍ଠିତ ହୋଇଯାଇଅଛି।

ଢେଙ୍କାନାଳ : ଇନର ହୁଇଲ କ୍ଲବ କପିଳାସ ଢେଙ୍କାନାଳ ଦ୍ୱାରା ଆୟୋଜିତ ପ୍ରତିଭା ଅନ୍ବେଷଣ ସିଜିନ ଟୂ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହାର ପୂର୍ବାହ୍ନ ଅଧିବେଶନ କୁ ଦିନ ୧୦ଟା ସମୟରେ ଇନର ହୁଇଲ ଡିଷ୍ଟ ୩୨୬ ର ସେକ୍ରେଟାରୀ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ଏବଂ ପି ଡି ସି…

ରପୋଡିର ବିପନ୍ନ ୧୪ ପରିବାରକୁ ସାଂସଦଙ୍କ ସହାୟତା

ଢେଙ୍କାନାଳ, : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମରେ ଗତ କିଛିଦିନ ତଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୧୪ଟି ପରିବାରର ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିଲା । ଖବର ପାଇ ସାଂସଦ ମହେଶ ସାହୁ ପୂର୍ବରୁ ବିପନ୍ନ ପରିବାରଙ୍କୁ ଟାଟା ଷ୍ଟିଲ୍ ମେରାମୁଣ୍ଡଳୀର…