Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଓଡିଶା ମୋ ପରିବାର ପକ୍ଷରୁ ୧୮୧ ୟୁନିଟ୍ ରକ୍ତ ସଂଗ୍ରହ

ଢେଙ୍କାନାଳ: ଢେଙ୍କାନାଳ ରକ୍ତଭଣ୍ଡାରରେ ରକ୍ତର ଅଭାବ ଖବର ଜାଣି ବିଜୁ ଜନତା ଦଳ ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ଓମ୍ ପ୍ରକାଶ ନାୟକ ଓ ଛାତ୍ରନେତା ଅଭିଜିତ୍ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧନ ଓ…

ଗାଇଗୋରୁ ଓ ଛେଳି ମେଣ୍ଢା ଫାଟୁଆ ରୋଗରେ ଆକ୍ରାନ୍ତ

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ଗେଙ୍ଗୁଟିଆ, ଦୁଧପାଳ, କେଂଚୁଆବେରେଣୀ, ପୋଡାଖୁଂଟିଆ ଗ୍ରାମରେ ଗାଇଗୋରୁ, ଛେଳି-ମେଣ୍ଢା ଆଦି ଗୃହପାଳିତ ପଶୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଂଚଳ ଅଧିବାସୀମାନେ ଚାଷୀ ତଥା ଗୃହପାଳିତ ପଶୁମାନଙ୍କ ଉପରେ ନିର୍ଭର କରି ଚାଷ…

ଇ.ପି.ଏଫ୍. ପେନସନର୍ସ ମାନଙ୍କ ଗାନ୍ଧୀମୂର୍ତୀ ତଳେ ଧାରଣା

ଢେଙ୍କାନାଳ : ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଢେଙ୍କାନାଳ ଶାଖା ତରଫରୁ ସ୍ଥାନୀୟ ବସ୍ଷ୍ଟାଣ୍ଡ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ମୂର୍ତୀ ତଳେ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏକ ଦୁଇ ଘଂଟିଆ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରା ଦେଶରେ…

ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଢେଙ୍କାନାଳ :ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ହିନ୍ଦୋଳ ବ୍ଲକର ବିଭିନ୍ନ ସ୍କୁଲର ପ୍ରାୟ ୧୮୦ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା…

ବିଶିଷ୍ଟ ପଶୁ ଚିକିତ୍ସକଙ୍କର ପରଲୋକ

ଢେଙ୍କାନାଳ : ଆଜି ପୂର୍ବାହ୍ନ ୮ଘଟିକା ସମୟରେ ହିନ୍ଦୋଳ ବେଡ଼ାପଡ଼ା ଗ୍ରାମର ବିଶିଷ୍ଟ ପଶୁ ଚକିତ୍ସକ ନରେଶ ଚନ୍ଦ୍ର ସାମଲଙ୍କ ଜ୍ୟେଷ୍ଠପୁତ୍ର ନିର୍ମଳ ସାମଲଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କର…

ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀଙ୍କ ଗଣଧାରଣା

ଢେଙ୍କାନାଳ : ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ଆହ୍ୱାନ କ୍ରମେ ପ୍ରାଥମିକ ଶିକ୍ଷକଙ୍କର ତିନିଦଫା ଦାବୀ ପୂରଣ ପାଇଁ ଗତ ଅଗଷ୍ଟ ୫ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ।…

ରେକର୍ଡ ଯାଗାରେ ଯୋରଜବରଦସ୍ତ ରାସ୍ତା ନିର୍ମାଣକୁ ବିରୋଧ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମପଂଚାୟତ ଅନ୍ତର୍ଗତ ନୂଆଗାଁ ବାହାଣିଆ ସାହିର ଶିଶିର ରାଜଙ୍କ ଧର୍ମପତ୍ନୀ ମମତା ବେହେରା ନିଜ ରେକର୍ଡ ଜାଗାରେ ରାସ୍ତା ନିର୍ମାଣକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ମୋହନ ବେହେରାଙ୍କୁ ଏକ…

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

ଭୁବନ : ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରାଯିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ମାନଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ୍ କ୍ୟାଡ଼ର ଶିକ୍ଷକ,କ୍ରୀଡା…

ଲଗାଣ ବର୍ଷା ରେ କାନ୍ଥ ପଡି ୪ ବର୍ଷର ନାବାଳକ ମୃତ

ଭୁବନ : ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କାନ୍ଥ ପଡ଼ି ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଳିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ଗରୁଡବନ୍ଧି ଗ୍ରାମ ର ପିଣ୍ଟୁ ନାଏକ ଙ୍କ ଚାରି ବର୍ଷର ପୁତ୍ର ନନ୍ଦୁ ନାଏକ ଘର…

ବିଜୁ ମହିଳା ଜନତା ଦଳ ପରିବର୍ଦ୍ଧିତ କାର୍ଯ୍ୟକାରିଣି ବୈଠକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ ସହରସ୍ଥ ମୁ୍ୟନିସିପାଲିଟି ଅଡିଟରିୟମ ଠାରେ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ମହିଳା ସଭାପତି…