Take a fresh look at your lifestyle.
Browsing Category

ଜିଲ୍ଲା ଖବର

ଆଇଆଇଏମ୍‍ସି ଢେଙ୍କାନାଳରେ ହିନ୍ଦୀ ସପ୍ତାହ ପାଳିତ

ଢେଙ୍କାନାଳ: ହିନ୍ଦୀ ଭାଷାର ସମୃଦ୍ଧ ପରମ୍ପରା ରହିଛି । ରାଷ୍ଟ୍ରୀୟ ଏକତା ଆଣିବାରେ ହିନ୍ଦୀର ଅବଦାନ ଅତୁଳନୀୟ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜନଭାବନାକୁ ଯୋଡ଼ିବା ଦିଗରେ ହିନ୍ଦୀ ଭାଷା ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ଫଳରେ ଆମେ ବିଦେଶୀ ଶାସନରୁ ମୁକ୍ତି ହୋଇଥିଲେ ।…

ଫୁଟବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ

ଢେଙ୍କାନାଳ : କଙ୍କଡାହାଡ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଗ୍ରାମର ରାଜା ଶଙ୍କର ପ୍ରତାପ ବିନ୍ଧାଣିଆ ଉନ୍ନତି କ୍ଲବ ପକ୍ଷରୁ ୨୪ତମ ଫୁଟବଲ ଟୁର୍ଣ୍ଣମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଅଛି । ଗତ ତିନିଦିନ ଧରି ଏହି ଫୁଟବଲ ଟୁର୍ଣ୍ଣମେଣ୍ଟ ଚାଲିଥିଲା । ବହୁ ଖ୍ୟାତନାମ ଫୁଟବଲ ଟିମ୍ ଓଡିଶାରୁ ଏଥିରେ…

ମାତୃଭବନ ଉଚ୍ଚ ବିଦ୍ୟାଳୟର ସଫଳତା

ଢେଙ୍କାନାଳ: ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ମାତୃଭବନ ଉଚ୍ଚ ବିଦ୍ୟାଳୟର ୬ଜଣ ଛାତ୍ରୀ ଭାଗନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ଛାତ୍ରୀ ବର୍ଷା, ମିକି, ସଂଧ୍ୟା, ଲାଡ୍ଲି, ଅର୍ଚ୍ଚନା ଓ ଲଳିତା ଅତିଥିମାନଙ୍କ ଠାରୁ ମାନପତ୍ର ଓ ଅର୍ଥରାଶି ଗ୍ରହଣ କରିଛନ୍ତି । ଏହି…

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ “”ବ୍ୟାଡ୍ମିଟନ” କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ : ଜିଲ୍ଲା ବ୍ୟାଡ୍ମିଟନ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କର ବ୍ୟାଡ୍ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି…

ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବର ବିଶ୍ୱକର୍ମା ପୂଜା ଭସାଣୀ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ୱକର୍ମା ପୂଜା ମହାଆଡମ୍ବର ସହ ଗତ ୧୭ ତାରିଖରେ ପାଳିତ ହୋଇଥିଲା । ତିନିଦିନ ଧରି ପୂଜା ହୋଇଥିଲା । ଏହି ପୂଜା ମହା ଆଡମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠାନର କର୍ମକର୍ତାମାନଙ୍କ ଦ୍ୱାରା ସଂପାଦନ…

ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର

ଢେଙ୍କାନାଳ : ଯୋରନ୍ଦା ମହିମା ଗାଦି ସ୍ତିତ ମହିମା ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଶିବିର ଅଧ୍ୟକ୍ଷ ଡ.ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଛି ।ଅଧ୍ୟକ୍ଷ ଡ.ମିଶ୍ରଙ୍କ "ଡିଗ୍ରୀ ସ୍ତରରେ ଶିକ୍ଷାଗତ ଓ ବୃତ୍ତିଗତ ଉପାଦାନ ଗୁଟିକ ଉପରେ ଏକ ମିଳିତ ଅଧ୍ୟୟନ" ଶୀର୍ଷକ ପରାମର୍ଶ…

ବାଇଁଶିଆ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଭୁବନ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମନୋରମା ମୁକୁଟ…

ଓଡିଶା ଆଦର୍ଶ ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଗଁଦିଆ :ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଗଣେଶ ଚତୁର୍ଥୀ ଓ ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମେ ଗଣପତିଙ୍କ ଆରାଧନା…

‘ସାମ୍ବିଧାନିକ ମୂଲ୍ୟବୋଧ, ଭାରତୀୟ ରାଷ୍ଟ୍ରୀୟତା ଓ ଆମ ଦାୟିତ୍ୱ’ ସମ୍ପର୍କିତ ଆଲୋଚନା

ଅନୁଗୁଳ: ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ବାଜିରାଉତ ଛାତ୍ରାବାସ, ଅନୁଗୁଳ ଜିଲ୍ଲା ସର୍ବୋଦୟ ମଣ୍ଡଳ, ୟୁସୁଫ ମେହେର ଅଲ୍ଲୀ ସେଣ୍ଟର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଗାନ୍ଧୀ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗଣେଷ ପୂଜା ପାଳିତ

ଢେଙ୍କାନାଳ: ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପବିତ୍ର ଗଣେଶ ପୂଜା ପାଳିତ ହୋଇଯାଇଛି । ଗଜାନନଙ୍କୁ ଷୋଡ଼ଷ ଉପଚାର ରେ ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଭୋଗ ଫୁଲ ହାର ରାଶିଲଡୁ ଉଖୁଡା କଦଳୀ…