Take a fresh look at your lifestyle.
Browsing Category

ଜିଲ୍ଲା ଖବର

ମଠ ପରିସରକୁ ସଫାକଲେ ଆଇୱାର କର୍ମକର୍ତା

ଢେଙ୍କାନାଳ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତାମାନେ ଢେଙ୍କାନାଳ ସହରସ୍ଥିତ ଜାଉଁଳିପୋଖରୀ ମଠ…

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଢେଙ୍କାନାଳ : ସ୍ଥାନୀୟ ଦକ୍ଷିଣକାଳୀ ମନ୍ଦିର ପରିସରରେ "ଆମ ପ୍ରତିଭା ଆମ ସମ୍ମାନ' ଓ "ଆର୍ଟ ଅଫ୍ ଲିଭିଙ୍ଗ୍' ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ଆମ ପ୍ରତିଭା ଆମ ସମ୍ମାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ଆର୍ଟ…

ଭୁବନ ହାଇସ୍କୁଲ ପ୍ଲାଟିନମ୍ ଜୁବଲି ମହୋତ୍ସବ ପ୍ରସ୍ତୁତି ବୈଠକ

ଭୁବନ  : ଢେ଼ଙ୍କାନାଳ ଜିଲ୍ଲା ର ପୁରାତନ ବିଦ୍ୟାଳୟ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ( ହୀରକ ଜୟନ୍ତୀ ) ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଗଣେଶ୍ୱର ବେହେରା ଙ୍କ ସଂଯୋଜନାରେ…

ସରପଞ୍ଚ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ସରକାରଙ୍କ ଭଣ୍ଡୁର ଉଦ୍ୟମ

ବ୍ରହ୍ମପୁର : ରାଜ୍ୟରେ ସରପଞ୍ଚ୍ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଭଣ୍ଡୁର କରିବା ଭଳି ପ୍ରଶାସନିକ ତତ୍ପରତା ଆରମ୍ଭ କରୁଥିବା ସମନ୍ଧୀୟ ବିଭିନ୍ନ ଚିଠି ସରପଞ୍ଚ୍‌‍ ମାନଙ୍କୁ ଦେବା ଆରମ୍ଭ ହୋଇଥିବା ସୂଚନା ମିଲିଲାଣି ।…

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଭୁବନ ଗସ୍ତ

ଭୁବନ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସ୍ଵତନ୍ତ୍ର ଗସ୍ତ କରି ଆଜି (ଶନିବାର) ଅପରାହ୍ନ ରେ ଭୁବନ ରେ ପହଞ୍ଚିଥିଲେ । ଭୁବନ ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ଭବ୍ୟ ସ୍ଵାଗତ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ସରୋଜ…

ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ମୋ ବ୍ଲକ ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛ l ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ଯେ, ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳ ର ବିକାଶ କୁ…

କ୍ଲଷ୍ଟରସ୍ତରୀୟ ମିଲେଟ୍ ସୁରଭି ପ୍ରତିଯୋଗିତା, ୭୬ ପ୍ରତିଯୋଗୀ ପୁରସ୍କୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବଣସିଂହ ଉପ୍ରା ବିଦ୍ୟାଳୟରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ମିଲେଟ୍ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଣସିଂହ ଓ ରାଧାଦେଈପୁର ପଞ୍ଚାୟତର ୧୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ବେଆଇନ୍ ଖଣି ଓ କ୍ରସର ସ୍ଥାପନାକୁ ବିରୋଧ

ଢେଙ୍କାନାଳ: ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଂଚାୟତ ଅଧିନସ୍ଥ ପୁରୁଣା କଷ୍ଟିପାଳ, ନୂଆ କଷ୍ଟିପାଳ ଓ ବେଗା ଗ୍ରାମପଂଚାୟତ ଅଧିନସ୍ଥ ଶ୍ରୀମନ୍ତପୁର ଗ୍ରାମର ଅଧିବାସୀମାନେ ବେଆଇନ୍ ଖଣି ଓ କ୍ରସର ସ୍ଥାପନାକୁ ବନ୍ଦ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଲିଖିତ ଅଭିଯୋଗ…

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଢେଙ୍କାନାଳ: ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅଖିଳ ପୃଷ୍ଟିଙ୍କ…

ବାଣିଜ୍ୟ ସେବା ସମିତିର ବାର୍ଷିକ ସାଧାରଣ ସଭା

ଢେଙ୍କାନାଳ : ଢେଙ୍କାନାଳ ଆଂଚଳିକ ବାଣିଜ୍ୟ ସେବା ସମିତି ଲିଃ ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ସମିତିର ସଭାପତି ଚିତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୪୭ ପ୍ରଥମିକ ସେବା ସମବାୟ ସମିତିର ସଭାପତି, ୧୫ଜଣ ଆଂଚଳିକ ବାଣିଜ୍ୟ ସେବା…