Take a fresh look at your lifestyle.

ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ବୃଦ୍ଧି

ଭୁବନ : ଭୁବନ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଅଗ୍ନିବର୍ଷା ହେଲା ଭଳି ଲାଗୁଛି । ପ୍ରଚଣ୍ଡ ରୌଦ୍ର ତାପ ବେଳକୁ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାଜ୍ୟ ସରକାର ଆଦୌ ବିଦ୍ୟୁତ କାଟ ନକରିବାକୁ ବିଦ୍ୟୁତ ବିତରଣ କମ୍ପାନୀ ଙ୍କୁ…

କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ

ଢେଙ୍କାନାଳ  :କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ ପାଖରେ କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ବୈଠକ କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା ।ସଂଘ ଉପସଭାପତି ଦିପେଶ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ ।…

କବି,ଲେଖକ,ସାହିତ୍ୟିକ ମାନେ ସମାଜରେ ପରିବର୍ତନ  ଆଣିପାରିବେ’

ଭୁବନ  :ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର (ମଣିପୁର) ଶାସନ ଶିବମନ୍ଦିର ପ୍ରାଙ୍ଗଣରେ ‘ବ୍ରାହ୍ମଣୀ ସାହିତ୍ୟ ସଂସଦ’ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଉଦଘାଟକ ଭାବେ ଯୋଗଦେଇ  ପ୍ରଦୀପ ପ୍ରଜ୍ଜ୍ୱଳନ କରି ବେଦପାଠ ଓ ମନ୍ତ୍ର ଉଚ୍ଚାରଣ…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାରୁଆଁ(ବି) ତରଫରୁ ଆୟୋଜିତ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ରବି ନାରାୟଣସାହୁ ଙ୍କ ସଭାପତିତ୍ୱ ଓ ସଂଯୋଜକ ଲକ୍ଷବଚ୍ଚ କୁମାର ରାଉତ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ସରସ୍ୱତୀ ଶିଶୁ ମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନ : ଭୁବନ ସରସ୍ୱତୀ ଶିଶୁମନ୍ଦିରର ୨୯ ତମବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧନା କଲେ ସିଦ୍ଧିମିଳେ, ନିଷ୍ଠା,ଏକାଗ୍ରତା ଜଣକୁ ସଫଳତାର…

‘ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଜରୁରୀ’

ଢେଙ୍କାନାଳ :   ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହୁଏ । ତା’ର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ୍‍ । ଅନ୍ତତଃ ଅନୁଷ୍ଠାନ ପ୍ରତି କୃତଜ୍ଞତାବୋଧ ଓ…

ବିଜୁବାବୁଙ୍କୁ ମରଣୋତର ଭାରତ ରତ୍ନ ଦିଆଯାଉ

ଭୁବନ : ଭୁବନ ବ୍ଲକଏବଂ ନଗର ବିଜେଡି ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଜନନାୟକ,ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀବିଜୁ ପଟ୍ଟନାୟକ ଙ୍କ ୨୫ ତମତିରୋଧାନ ଦିବସ ପାଳିତ ହୋଇଯାଇଛି । ଏନଏସି ବିଜେଡିସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋରସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଶୈବ ପୀଠ…

ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ ଦ୍ୱୟର ଶୁଭ ଉଦ୍ଘାଟନ

ଢେଙ୍କାନାଳ :  କୋମଳମତି  ଛାତ୍ରୀ / ଛାତ୍ରମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ତଥା ଉତ୍ତମ ଗୁଣବତ୍ତା ଶିକ୍ଷା, ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରତି ସଚେତନତା ବଢ଼ାଇବା ପାଇଁ ଆଜି ଶିକ୍ଷା ସଚେତନତା ରଥ ଓ ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ରଥ…

ବିଶ୍ୱ ଓଡ଼ିଶା ମହିଳା ପରିଷଦ ପାଳିଲା ଓଡ଼ିଆ ନବବର୍ଷ: ଯୋରନ୍ଦା ଓ ବଣସିଂହ ରେ ଉଲ୍ଲାସର ପର୍ବ

ଢେଙ୍କାନାଳ : ବିଶ୍ବ ଓଡ଼ିଶା ମହିଳା ପରିଷଦ, ଯୋରନ୍ଦା ଶାଖା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ,…

ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ

ଗଁଦିଆ: ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଥିଙ୍କର୍ସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ  ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି…