Take a fresh look at your lifestyle.

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ କଲା ଢେଙ୍କାନାଳ ବିଜେପି

ଢେଙ୍କାନାଳ: ବୁକ୍ ସର୍କୁଲାର୍ ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଲେଇବଣି ବିଡିଓଙ୍କୁ ରାଜ୍ୟ ସରକାର ପରୋକ୍ଷ ଭାବେ ସମର୍ଥନ କରିବା ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅନ୍ୟାୟ ଭାବେ ବିଧାୟକ…

ମୋ ନାମରେ ଉଠିଥିବା ଗୁଜବ ତଥ୍ୟ ସବୁ ମିଥ୍ୟା ଓ କପୋଳକଳ୍ପିତ

ଭୁବନେଶ୍ୱର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫ୍ସେଟ୍ ପ୍ରିଣ୍ଣର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଶ୍ରୀ ଲଲାଟକିଶୋର ଭଂଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ତାଙ୍କର କହିବା କଥା ମୁଁ ହେଉଛି…

ଗୁଣ୍ଡିଚାପଡା ବସ୍ ଷ୍ଟାଣ୍ଡ ଠାରେ ଅହମ୍ମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସଂପ୍ରତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀ ମାନେ ଶୋଷରେ ଡହଳ ବିକଳ ହେଉଛନ୍ତି। ତାପମାତ୍ରା ୪୨ ଉପରେ ରହୁଥିବାରୁ ପାଣି ମୁନ୍ଦାଏ ପିଇବା ପାଇଁ ବାଟୋଇ ମାନେ ହଟହଟା…

ଭାଇଚାରା,ସେବା, ସାହାଯ୍ୟ, ଶାନ୍ତି ମୈତ୍ରୀ ତଥା ସଦଭାବନାର ଶିକ୍ଷା ଦେଇଥାଏ ଈଦ ପର୍ବ

ଢେଙ୍କାନାଳ (ଅନସାର୍ ଅଲୀ ଖାଁ): ଶେଷ ହୋଇଛି ପବିତ୍ର ରମଜାନ, ଶୱାଲ ମାସର ଚନ୍ଦ୍ର ଦର୍ଶନ ପରେ ବିପୁଳ ଉତ୍ସାହ ଉଦ୍ଦିପନା ମଧ୍ୟରେ ପବିତ୍ର ଇଦ୍ ପର୍ବ ପାଳିତ ହୋଇଯାଇଛି। ଦୀର୍ଘ ୧ ମାସ ଧରି ନିଷ୍ଠାର ସହ ଘୋର ତପସ୍ୟା ପରେ ଈଦ ପର୍ବର ଶୁଭ ଅବସର ମିଳିଥାଏ। ବିଗତ ଦୁଇ ବର୍ଷ ଧରି କୋରୋନା…

ହନୁମାନ ବାଟିକା ରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଢେଙ୍କାନାଳ: ଆନ୍ତର୍ଜାତୀୟ ଶ୍ରମ ଦିବସ ଆବସରରେ ପୂର୍ବାହ୍ନ ୧୦ଘଟିକା ସମୟରେ ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ସନ୍ନିକଟ ହନୁମାନ ବାଟିକା ଠାରେ ସ୍ୱର୍ଗତ ରାଘବ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ…

ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଆହ୍ୱାନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ବୈଠକରେ ଅଧ୍ୟକ୍ଷତା କରି ଉନ୍ନତି ଓ ସାମଗ୍ରିକ ବିକାଶ ନିମନ୍ତେ ଗ୍ରାମାଞ୍ଚଳବାସୀ ଲୋକପ୍ରତିନିଧିମାନଙ୍କୁ…

ରସାୟନ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ରହିଛି

ଢେଙ୍କାନାଳ :ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ତରଫରୁ ବିଭାଗର ବାର୍ଷିକ ଉତ୍ସବ ଏବଂ ସେମିନାର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାରପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ନାଇଜରର ସହକାରୀ ପ୍ରଫେସର ଡା.ବିଷ୍ଣୁ ପ୍ରସାଦ…

ସୂର୍ଯ୍ୟମନ୍ଦିର ସମ୍ମୁଖରେ ଯୋଗାଭ୍ୟାସ

କୋଣାର୍କ:  ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସର ଅବ୍ୟବେହୀତ ପୂର୍ବରୁ ଡାକ ବିଭାଗ ପୁରୀ ମଣ୍ଡଳ ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ପେଇଁ କାଉଣ୍ଟଡାଉନ ଡେ ଆରମ୍ଭ ହୋଇଛି । ଏହି ଆନ୍ତର୍ଜାତିକ ଯୋଗଦିବକୁ ଆଉ ୫୬ ଦିନ ବାକି ଥିବାବେଳେ ଡାକ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ବିଶ୍ୱ…

ପଞ୍ଚାୟତ ନିର୍ବାଚନ  ପରେ ପ୍ରଥମ କଳାହାଣ୍ଡି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା : ଆଜି ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ  ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ…

ଅହମ୍ମଦିୟା ମୁସଲିମ ଯୁବ ସଙ୍ଗଠନ ଆନୁକୁଲ୍ୟରେ ଜଳଛତ୍ର

ଢେଙ୍କାନାଳ (ଅନସାର୍ ଅଲୀ ଖାଁ) ସଂପ୍ରତି ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଘରୁ ପଦାକୁ ବାହାରିବା କଷ୍ଟକର ହେଲାଣି। ଅସହ୍ୟ ରୌଦ୍ରତାପକୁ ଦୃଷ୍ଟିରେ ରଖି ବାଟୋଇଙ୍କ ତୃଷ୍ଣା ନିବାରଣ ପାଇଁ ଓଡ଼ାପଡ଼ା ବ୍ଲକ…