ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
ଭୁବନ : ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଭିନ୍ନ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଭୁବନ ସତ୍ୟସାଇ ସେବା ସମିତି ( ସାଇ ମନ୍ଦିର) ପରିସରରେ ସାଂସଦ ଙ୍କ ଉନ୍ନୟନ ପାଣ୍ଠି (୧୭ ଲକ୍ଷ ଟଙ୍କା ବ୍ୟୟ) ରେ ନିର୍ମିତ ସାଇ କମ୍ୟୁନିଟି ସେଣ୍ଟର କୁ ଉଦଘାଟନ…