Take a fresh look at your lifestyle.

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ସ୍ୱଛତା ଅଭିଜାନ

ଢେଙ୍କାନାଳ : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ଅବସରରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ଆନୁକୁଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମୁହିକ ନିରବ ପ୍ରାର୍ଥନା (ଦୁଆ) ପରେ ଯୁବକମାନେ…

ଆଦିବାସୀଙ୍କ ସମସ୍ୟା ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

ଢେଙ୍କାନାଳ: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ ପର୍ଜଙ୍ଗ, କଙ୍କଡାହଡା ଓ ଗଁଦିଆ ବ୍ଲକ ଅଂଚଳ ରେ ବସବାସ କରୁଥିବା ଆଦିବାସୀ ସମାଜରେ କୋ ପ୍ରଥା ତଥା ଗୁଣିଗାରେଡି ଅନ୍ଧବିଶ୍ୱାସ ନିଶା ହିଂସା ଦ୍ୱାରା ଆଦିବାସୀ ମାନେ ନିଜ ନିଜ ଭିତରେ ଜମି ଜାଗାକୁ କେନ୍ଦ୍ର କରି ପରଷ୍ପର ଭିତରେ ବିବାଦ ହେବା,…

ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ସ୍ୱଚ୍ଛତା ଦିବସ ପାଳନ

ଢେଙ୍କାନାଳ: ମହାତ୍ମାଗାନ୍ଧୀଙ୍କ ଜନ୍ମ ମାସ ଅବସରରେ ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥା ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଆଜି ଏକ ଘଂଟା କାର୍ଯ୍ୟକ୍ରମ ପାଳନ କରାଯାଇଛି । ପୂର୍ବତନ ସେବାୟତ ସହଯୋଗୀ ସ୍ୱାସ୍ଥ୍ୟ ସଂସ୍ଥାର ସମସ୍ତ କର୍ମଚାରୀ ମିଳି ମିଶି ପୂର୍ବତନ ସେବାୟତ ସହଯୋଗୀ…

ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାର୍ଷିକୋତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ: ସ୍ଥାନୀୟ ଦଧିବାମନଜୀଉ ମଠ ପ୍ରାଙ୍ଗଣରେ ଜଗଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଜିଲ୍ଲାର ଭକ୍ତ ଗୋଷ୍ଠୀମାନଙ୍କ ଦ୍ୱାରା ଠାକୁରଙ୍କ ବାର୍ଷିକ ଉତ୍ସବ ଓ ସନାତନ…

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଷ୍ପଷ୍ଟିକରଣ

ଢେଙ୍କାନାଳ:ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ସବଡିଭିଜନର ପର୍ଜଙ୍ଗ ବ୍ଲକଠାରୁ ଭୂବନ ବ୍ଲକ ପର୍ଯ୍ୟନ୍ତ ଗସ୍ତରେ ଆସି ବିଭିନ୍ନ ଜାଗାରେ ପଥପ୍ରାନ୍ତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ । ସେଥି ମଧ୍ୟରେ କଙ୍କଡାହାଡ ବ୍ଲକର…

ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘ ବୈଠକ

ଢେଙ୍କାନାଳ: ସ୍ଥାନୀୟ ଯାଉଁଳୀ ପୋଖରୀ ମଠ ପ୍ରାଙ୍ଗଣରେ ଢେଙ୍କାନାଳ ଟ୍ରେକର ଷ୍ଟାଣ୍ଡ ମାଲିକ ସଂଘର କର୍ମକର୍ତାମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ରୁଦ୍ର ନାରାୟଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ସରୋଜ କୁମାର ନାୟକ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ…

ସତ୍ୟଧର୍ମ ପ୍ରଚାର ପାଇଁ ବୈଠକ

ଢେଙ୍କାନାଳ: ଢେଙ୍କାନାଳ ସହର ବଳରାମ ମନ୍ଦିର ପରିସରରେ ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବାସୀ ପ୍ରଭୁଙ୍କର ସତ୍ୟଧର୍ମ ତଥା ସନାତନ ଧର୍ମ ଓ ପାଦପଦ୍ମର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୀକ୍ଷା ନେଇଥିବା ଗୁରୁଭାଇମାନେ ଏହି ବୈଠରେ…

ପିସିସି ସଭାପତିଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ : ଗତ ଶନିବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ପର୍ଜଙ୍ଗଠାରେ ପହଁଚିଥିଲେ । ସେଠାରେ ଜିଲ୍ଲା କଂଗ୍ରେସ କମିଟି ତଥା ପର୍ଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ଶୋଭାଯାତ୍ରାରେ ଆସି ବୀର ମହେଶ…

ମଠ ପରିସରକୁ ସଫାକଲେ ଆଇୱାର କର୍ମକର୍ତା

ଢେଙ୍କାନାଳ: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତାମାନେ ଢେଙ୍କାନାଳ ସହରସ୍ଥିତ ଜାଉଁଳିପୋଖରୀ ମଠ…

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଢେଙ୍କାନାଳ : ସ୍ଥାନୀୟ ଦକ୍ଷିଣକାଳୀ ମନ୍ଦିର ପରିସରରେ "ଆମ ପ୍ରତିଭା ଆମ ସମ୍ମାନ' ଓ "ଆର୍ଟ ଅଫ୍ ଲିଭିଙ୍ଗ୍' ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ଆମ ପ୍ରତିଭା ଆମ ସମ୍ମାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ଆର୍ଟ…