ଦୀପ ତଳେ ଅନ୍ଧାର : ମେସିନ ରେ ଚାଲିଛି ମନରେଗା କାର୍ଯ୍ୟ
କାମାକ୍ଷା ନଗର (ରାଜ କିଶୋର ରାଉତ ): କଙ୍କଡ଼ାହାଡ଼ ବ୍ଲକ ନାକ ତଳେ ଚାଲିଛି ଦିନ ଦ୍ୱି ପ୍ରହରେ ମେସିନ ଦ୍ୱାରା ଚାଲିଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମ! କରଗୋଳା ପଂଚାୟତ ଅଧୀନରେ ଥିବା ରାମେଶ୍ୱର ହାଇସ୍କୁଲ ଖେଳ ପଡିଆର ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା…