Take a fresh look at your lifestyle.

ପଞ୍ଜାବ ରେ ଏଥର କଗ୍ରେସ ନୁହେଁ, ଆମ ଆଦମୀ ପାର୍ଟି ସରକାର କରିବ:ସି-ଭୋଟର ସର୍ଭେ

ଚଣ୍ଡିଗଡ଼: ଦେଶ ର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେରେ ପଞ୍ଜାବରେ ଏଥର କଂଗ୍ରେସ ବଦଳରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ସୂଚନା ଦେଇଛି । ସର୍ଭେ ଅନୁଯାୟୀ ପଞ୍ଜାବର ଲୋକମାନେ କଂଗ୍ରେସ ଉପରେ ଖୁସି ନାହାନ୍ତି କି ଚଳିତ ନିର୍ବାଚନ ରେ କଂଗ୍ରେସ ଉପରେ ଆସ୍ଥା…

ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନୁଆ ଗାଁ ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ନୁଆଗାଁ ଗ୍ରାମ ର ସତ୍ୟବାଦୀ ଅନୁଷ୍ଠାନ ର ସହଯୋଗ ରେ ଏକ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। କାର୍ଯ୍ୟ କ୍ରମରେ କ୍ରୀଡାବିତ୍ ମାନେ ବିଭିନ୍ନ ଗ୍ରାମରୁ ଆସି ଅଂଶ…

କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳନ

 କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଯାତ୍ରା ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। କଙ୍କଡ଼ାହାଡ଼ ବ୍ଲକର ଲୋକ ପ୍ରିୟ ଯୁବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ନିର୍ବାଚନ ମଣ୍ଡଳୀର  ବିଧାୟକ ତଥା…

ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ

ଢେଙ୍କାନାଳ: ଦଧିବାମନ ମଠ ପ୍ରାଙ୍ଗଣରେ ଏକ ଢେ଼ଙ୍କାନାଳ-ଅନୁଗୋଳ ପାସେଞ୍ଜର ଆସୋସିଏସନ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ,ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଏହି ସଭା କର୍ଯ୍ୟଟି…

ଭୁବନରେ ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ଏନ୍ ଏସି ଯାତ୍ରା ପଡିଆ ଠାରେ ରବିବାର ବିଜୁ ଜନତା ଦଳ ର ୨୫ ତମ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଭିମୁଖ୍ୟ ଓ…

ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ବାର୍ଷିକ ସମ୍ମିଳନୀ ପାରସ୍ପରିକ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦେଇଛି

ଗୁରୁଦାସପୁର (ଅନସାର୍ ଅଲୀ ଖାଁ): ଅନ୍ତଃରାଷ୍ଟ୍ରୀୟ ଅହମ୍ମଦିଆ ମୁସଲିମ ଜମାଅତର ତିନି ଦିବସୀୟ ୧୨୬ତମ ବାର୍ଷିକ ସମ୍ମିଳନୀ ଗତକାଲି ସଫଳତା ପୁର୍ବକ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଜମାଅତ ଅହମ୍ମଦିଆର ଆଧ୍ୟାତ୍ମିକ ବିଶ୍ଵ ଖଲିଫା ହଜରତ ମିର୍ଜା ମସରୁର ଅହମ୍ମଦ ଲଣ୍ଡନରୁ ଏମ୍.ଟି.ଏ ଟେଲିଭିଜନ…

ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ରେ ଖ୍ରୀଷ୍ଟମାସ ଦିବସ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗେଙ୍ଗୁଟିଆ ପଂଚାୟତ ଅଧିନସ୍ଥ ରଣପଶି ଗ୍ରାମଠାରେ ସେଂଟ୍ ଜାଭିୟର୍ସ ହାଇସ୍କୁଲ୍ ପରିସର ମଧ୍ୟରେ ଖ୍ରୀଷ୍ଟମାସ ଦିବସ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସୁନ୍ଦର ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ…

ମହିମାସ୍ୱାମୀଙ୍କ ୨୧ଦିନାଙ୍କ ଯୋଗନିଦ୍ରା ଉତ୍ସବ ଉଦଯାପିତ

ଢେଙ୍କାନାଳ: କପିଳାସ ମହିମା ତପୋବନ ପୀଠରେ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ମହିମାସ୍ୱାମୀଙ୍କ ୨୧ ଦିନାଙ୍କ ଯୋଗନିଦ୍ରା ଉତ୍ସବ ଗତକାଲି ବଡଦିନ ୨୫ ତାରିଖ ଶନିବାର କୋଭିଡ୍ କଟକଣା ମଧ୍ୟରେ ଯଥାରୀତି ଉଦଯାପିତ ହୋଇଯାଇଛି । ଏହି ଅବସରରେ  ତପୋବନ ପୀଠର ସଂସ୍ଥାପକ ଶ୍ରୀମଦ୍ ରଘୁନାଥ…

ଖଙ୍କିରା କପ କ୍ରିକେଟ, କିଆଝର ବିଜୟୀ

 ଗଁଦିଆ :  ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପଞ୍ଚମ ଦିନର ଖେଳ ଏମ ସିସି କଟକ ସହ କିଆଝର (ଢେଙ୍କାନାଳ ) ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଏମ ସିସି କଟକ 15 ଓଭରରେ 107 ରନ ସଂଗ୍ରହ କରିଥିଲା ଏହାର ଜବାବରେ କିଆଝର 12 ଓଭରରେ 108 ରନ…

ବିଜେଡି ପାଳିଲା ୨୫ତମ ପ୍ରତିଷ୍ଠା ଦିବସ

ଢେଙ୍କାନାଳ: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କାନାଳ ମିନି ଷ୍ଟାଡିଅମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧାୟକ ସୁଧୀର ସାମଲ ନବୀନ ସରକାରଙ୍କ ୨୫ବର୍ଷର ସଫଳତା ଉପରେ ଆଲୋକପାତ କରିଥିଲେ | ଗ୍ରାମାଞ୍ଚଳରୁ ନେଇ…