Take a fresh look at your lifestyle.

ଝାରସୁଗୁଡ଼ାରୁ ଦେବଗଡ ଦେଇ ପାରାଦୀପ-ଧାମରା ବନ୍ଦରକୁ ରେଳପଥ ସର୍ଭେ ଆରମ୍ଭ ଦାବିରେ ମୌନ ଗଣଧାରଣା

 ଦେବଗଡ (କୁମୁଦ ଚନ୍ଦ୍ର ଶତପଥୀ ): ମୁଁ ଦେବଗଡକୁ ଭଲ ପାଏ ଫୋରମ୍ ପକ୍ଷରୁ ଆଜି ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସମ୍ମୁଖରେ ଏକ ମୌନ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ାରୁ କୋଲାବିରା, କୁଚିଣ୍ଡା, ଦେବଗଡ ଓ ବାରକୋଟ ଦେଇ ପାରାଦୀପ/ ଧାମରା ବନ୍ଦରକୁ ରେଳପଥ ଦାବିରେ କେନ୍ଦ୍ର…

ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି

କାମାକ୍ଷାନଗର :ଓଡ଼ିଶାର ଆଗାମୀ ପଞ୍ଚାୟତି ରାଜ ନିର୍ବାଚନ ପାଇଁ ବଞ୍ଚିତ ହୋଇଥିବା ୨୩ ଟି ଜିଲ୍ଲାରେ ଆଦିବାସୀ ମାନଙ୍କ ପାଇଁ ସରପଞ୍ଚ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ସଂରକ୍ଷଣ ଦାବି ରେ ଆଦିବାସୀ ଚେତନା ସଂଗଠନ, ଆଦିବାସୀ ମୁକ୍ତି ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ…

ଆମ୍ ଆଦମୀ ପାର୍ଟିର ସାଧାରଣ ସଭା

ମୋରଡା: ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ବରକନ୍ଦ ଠାରେ ଆମ ଆଦମୀ ପାର୍ଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ରେ  ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି କବି ମନୋଜ କୁମାର ମହାନ୍ତ ଯୋଗଦାନ କରି ଶତାଧିକ ଲୋକ ଙ୍କୁ ଆମ୍ ଆଦମୀ ପାର୍ଟିରେ ଯୋଗଦାନ କରାଇ ଥିଲେ । ଅନ୍ୟ…

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ସମ୍ବର୍ଦ୍ଧିତ

ଯାଜପୁର: ଯାଜପୁର ଜିଲ୍ଲାର ସୋଲର ଗ୍ରାମସ୍ଥିତ ଉଦାସ ଆଶ୍ରମର ପରିସରରେ ପରିବେଶ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏକ ବନ୍ଧୁମିଳନ ଉତ୍ସବ ରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୁଟୁଳି…

ମନ୍ତ୍ରୀ ଓ ସାଂସଦ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏ ନ ଏସି ର ୫ଟି ପ୍ରକଳ୍ପକୁ ରବିବାର ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଶିଳାନ୍ୟାସ କରିଛନ୍ତି । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସତ୍ୟସାଇ ମନ୍ଦିର, ବିନାୟକ ଇଗ୍ରାଜୀ ବିଦ୍ୟାଳୟ, ଵାଉଶକଣ ଭାଗବତ ଟୁଙ୍ଗି ଓ…

ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଭୁବନକୁ ଟାଇଟଲ

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ସର୍ବ ଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଫାଇନାଲ ମ୍ୟାଚ ରବିବାରେତାଳଚେର ଫ୍ରେଣ୍ଡସ୍ କ୍ରିକେଟ କ୍ଲବକୁ ହରାଇ ଭୁବନ କ୍ରିକେଟ କ୍ଲଵ ଟାଇଟଲ ହାସଲ କରିଛନ୍ତି । ଟସ ଜିଣି ଭୁବନ ତାଳଚେର…

ବାଳିକା କୁ ପ୍ରତାରଣା: ବି.ଏସ୍.ଏଫ୍ ଯବାନ ଜେଲ ଗଲେ

ଢେଙ୍କାନାଳ: ଢେଙ୍କାନାଳ ସହର ମୀନା ବଜାର ଅଞ୍ଚଳର ଏକ ଝିଅ ସହିତ ସଦର ଥାନା ଅନ୍ତର୍ଗତ ରଞ୍ଜା ଗ୍ରାମର ଜଗନ୍ନାଥ ବାରିକଙ୍କ ପୁଅ ବାପି ବାରିକଙ୍କ ସହିତ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ବାପି ବାରିକ ବାରମ୍ବାର ଜ୍ୟୋତି ଘରକୁ ଆସି ନାନା ପ୍ରଲୋଭନ ଦେଖାଇ, ବିବାହର ପ୍ରତିଶୃତି…

ଖଙ୍କିରା କପ କ୍ରିକେଟ, କିଆଝର ଚାମ୍ପିୟନ

ଢେଙ୍କାନାଳ : ଗଁଦିଆ ବ୍ଲ୍କକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଶେଷ  ଦିନର ଖେଳ ମାର୍ଥପୁର ସହ  କିଆଝର   ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ମାର୍ଥାପୁର କୁ ହରାଇ କିଆଝର ବିଜୟୀ ହେବା ସହ ଟ୍ରଫି ହାସଲ କରିଛି | ପ୍ରଥମେ ଟସ ଜିତି…

ସିଦ୍ଧ ବଳରାମଜୀଉ ଙ୍କ ମନ୍ଦିର ରେ ବଉଳ ଅମାବାସ୍ୟା ନୀତି ପାଳନ

ଢେଙ୍କାନାଳ:ଢେଙ୍କାନାଳ କୋବଲ୍ୟ ବଜ଼ାର ସ୍ଥିତ ସିଦ୍ଧି ବଳରାମ ଜୀଉ ମନ୍ଦିର ରେ ରବିବାର ବଉଳ ଅମାବାସ୍ୟା ପାଳିତ ହୋଇ ଯାଇଛି | ଏହି ଅବସର ରେ ମନ୍ଦିର ରେ ବିଶେଷ ପୂଜା ଅର୍ଚନା କରାଯାଇଥିଲା | ପ୍ରାତଃ   ବ୍ରାହ୍ମ ମୁହୂର୍ତ୍ତ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର ପରିଧାନ, ତୁଳସୀ ହାର, ବଉଳ…

ଗରୀବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

ଢେଙ୍କାନାଳ :ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଳା ପଞ୍ଚାୟତ ସାଇଁବିରି ଗ୍ରାମଠାରେ ଉକ୍ରର୍ଷ ଫାଉଣ୍ଡେସନ ତରଫରୁ ଗରୀବ ଅସହାୟ ଲୋକମାନଙ୍କୁ କମଳ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡାପଡା ବ୍ଲକର ବିଡିଓ ଦାଶରଥି ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫାଉଣ୍ଡେସନ…