ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ : ସାମ୍ବାଦିକ ସଦାଶିବ ମହାପାତ୍ର ସମ୍ବର୍ଦ୍ଧିତ
ଢେଙ୍କାନାଳ : ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥଙ୍କ ଧର୍ମପତ୍ନୀ ସ୍ବର୍ଗତା ମମତା ଦାଶଙ୍କ ନବମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଆଜି ଢେଙ୍କାନାଳ ସହରାଞ୍ଚଳର କାଞ୍ଚନ ବଜାରରେ ରହିଥିବା ଶ୍ରୀ ରଥଙ୍କ ବାସଭବନରେ ପାଳିତ…