ଟ୍ରକ ଧକାରେ ସ୍କୁଲ ଛାତ୍ରୀ ମୃତ୍ୟୁ , କ୍ଷତିପୂରଣ ଦାବି ରେ ରାସ୍ତାରୋକ
ଢେଙ୍କାନାଳ : ଢେଙ୍କାନାଳ ସଦର ଅନ୍ତର୍ଗତ ବଣସିଂହ- ଢେଙ୍କାନାଳ ରାସ୍ତା ର ରଞ୍ଜା ଛକ ରେ ଏକ ଟ୍ରକ (ହାଇୱା ଗାଡି ) ଧକ୍କା ରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି I ମୃତ ଛାତ୍ରୀ ହେଉଛନ୍ତି ଡେରାସିଙ୍ଗ ଗ୍ରାମ ର ରାଧାନାଥ ସାହୁ ଝିଅ ପଦ୍ମିନୀ I ଏହି ଘଟଣା ରେ ସ୍ଥାନୀୟ ଅଞ୍ଚଳ ରେ…