ହିନ୍ଦୋଳ ବନାଞ୍ଚଳ ରେ ଦୁଇ ଶିକାରୀ ଗିରଫ
ହିନ୍ଦୋଳ: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ କର୍ମଚାରୀ ମାନେ ଦୁଇ ଜଣ ଶିକାରୀ ଗିରଫ କରିଛନ୍ତି । ଉଭୟଙ୍କ ନାମ ରେ ବନ ବିଭାଗ ଏକ ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି । ।
ପ୍ରକାଶ ଯେ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ରାସୋଳ ସେକସନର କନ୍ଧରା ସଂରକ୍ଷିତ ଜଙ୍ଗଲରେ ୮ ନମ୍ବର…