ହର ପାର୍ବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଙ୍କଡ଼ାହାଡ଼ ଚାମ୍ପିୟନ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ଠାରେ ୧୭ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଅନ୍ତିମ ଦିବସ ଖେଳରେ ତାଳବରକୋଟ କ୍ରିକେଟ ଦଳ ଓ ହର ପାର୍ବତୀ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | କଙ୍କଡ଼ାହାଡ଼ ହର ପାର୍ବତୀ କ୍ରିକେଟ ଦଳ…