ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଚାଲିଛି ମା ‘ ଙ୍କ ପୂଜା
ଭୁବନ : ଜଗଜ୍ଜନନୀ , ଧନଦାତ୍ରି,ଅନ୍ନପୂର୍ଣ୍ଣା ମା ' ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବ ମୁଖର ହୋଇ ପଡ଼ିଛି । ଚନ୍ଦ୍ର ଗ୍ରହଣ ସକାଶେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ସମସ୍ତ ପୂଜା ପ୍ରତିଷ୍ଠାନରେ ମା ' ଙ୍କ ପୂଜା ଶେଷ କରାଯାଇ ପହଡ଼ ପଡ଼ିଥିଲା ।
ଚଳିତ ବର୍ଷ ମଉଡମଣି ପୂଜା…