Take a fresh look at your lifestyle.
Yearly Archives

2023

ରେଡ଼ିଓ ନମସ୍କାରର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

କୋଣାର୍କ :  ଓଡ଼ିଶାର ପ୍ରଥମ ଗୋଷ୍ଠି ବେତାର କେନ୍ଦ୍ର ରେଡିଓ ନମସ୍କାର ରବିବାର ଅପରାହ୍ନରେ ତା'ର ୧୩ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ସୂଚନା ଯୋଗ୍ୟ ୨୦୧୦ମସିହା ଫେବୃଆରୀ ୧୨ ତାରିଖ ରେ ରେଡିଓ ନମସ୍କାର ତାର ପ୍ରସାରଣ ଆରମ୍ଭ କରିଥିଲା, ଦେଖୁ ଦେଖୁ ସେ ଆଜି ୧୩ ବର୍ଷ ରେ ପଦାର୍ପଣ…

ଛାତ୍ରନେତା ଦେବୀରଞ୍ଜନ ତ୍ରିପାଠୀ ଏବଂ ସାମ୍ବାଦିକ ରତନ ନାୟାର””ସିଦେ୍ଧଶ୍ୱରୀ ସମ୍ମାନ”ରେ…

ଢେଙ୍କାନାଳ: ସିଦେ୍ଧଶ୍ୱରୀ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲା ପରିଷଦ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଢେଙ୍କାନାଳର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନର ସଦସ୍ୟ, ସଦସ୍ୟା, ବିଭିନ୍ନ ଦଳର କର୍ମକର୍ତା ସ୍ୱର୍ଗତ ସିଦେ୍ଧଶ୍ୱରୀଙ୍କ ଉଦେ୍ଦଶ୍ୟରେ…

ମହିଳା ସଶକ୍ତିକରଣ ପାଇଁ ଆଇନ୍ ସହାୟତା ତାଲିମ୍

ଢେଙ୍କାନାଳ : ଢେଙ୍କାନାଳ ଶ୍ୟମାଚରଣପୁରସ୍ଥିତ ସେୟାର ତାଲିମ୍ ଗୃହଠାରେ ୟୁଏସ୍ କନ୍ସୁଲେଟ ଜେନେରାଲ ଏବଂ ସାମାଜିକ ସଂଗଠନ ସ୍ୱାତି ପକ୍ଷରୁ ଏକ ଦୁଇଦିନିଆ ମହିଳା ସଶକ୍ତିକରଣ ପାଇଁ ଆଇନ୍ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଲିମ୍ ଶିବିରକୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ…

ଆଇଆଇଏମସିରେ କାର୍ଟୁନ କର୍ମଶାଳା ଆରମ୍ଭ

ଢେଙ୍କାନାଳ, : ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି ), ଢେଙ୍କାନାଳରେ ଆରମ୍ଭ ହୋଇଛି କାର୍ଟୁନ କର୍ମଶାଳା l ଏହି କାର୍ଟୁନ କର୍ମଶାଳାଟି ଦୁଇ ଦିନ ଧରି ଚାଲିବ l ଏଥିରେ ପ୍ରଶିକ୍ଷଣ ଭାବେ ପ୍ରମେୟର ସମ୍ପାଦକୀୟ କାର୍ଟୁନିଷ୍ଟ ନନ୍ଦେଶୁ ରାଓ ଏବଂ ସମ୍ବଦର ସମ୍ପାଦକୀୟ କାର୍ଟୁନିଷ୍ଟ ଦେଵାଶିଷ…

ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକଉତ୍ସବ

 ଭୁବନ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଆଦର୍ଶ ନାଗରିକ ହେବାକୁ ମହେଶ ଙ୍କ ଆହ୍ୱାନଭୁବନ  ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକୋଉତ୍ସବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଙ୍କ…

୫ ବ୍ଲକ୍ ରେ ଗଡିଲା ମାଣ୍ଡିଆ ରଥ

ଢେଙ୍କାନାଳ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେ୍ଦଶ୍ୟ ନେଇ ୫ଟି ବ୍ଲକ୍ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରୁ ୫ଟି ମାଣ୍ଡିଆ ରଥ ଗଡିଛି । ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ…

ସୂର୍ଯ୍ୟ ମନ୍ଦିର ବେଢ। ପ୍ରାଚୀର ନିର୍ମାଣ କାର୍ଯ୍ୟ ନିମ୍ନମାନର, ଉଚ୍ଚସ୍ତରୀୟ ତଦନ୍ତ ଦାବି

କୋଣାର୍କ : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢାର ଚତୁଃପାର୍ଶ୍ଵରେ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଦ୍ବାରା ନିର୍ମାଣଧୀନ ପ୍ରାଚୀର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର…

କାମାକ୍ଷା ମହୋତ୍ସବ ମଶାଲ କୁ ବିପୁଳ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନ: ଆଜି ଠାରୁ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଏହି ମହୋସôବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦେ୍ଧଶ୍ୱର ମନ୍ଦିରରେ ମହୋସôବ ର ସଫଳତା ନିମନ୍ତେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା…

ଭୂତଳ ପାଣିଟାଙ୍କି ଶିଳାନ୍ୟାସ

ଭୁବନ: ଭୁବନ ଏନଏସି ରେ ଗ୍ରୀଷ୍ମ ଋତୁରେ ଅର୍ଦ୍ଧାଧିକ ଓା୍ୱର୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଥାଏ । ଏଥିପାଇଁ ଅପ୍ରେଲ ମାସ ଆରମ୍ଭରୁ ଜୁନ ଶେଷ ୩ ମାସ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ । ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ।…

ଏୟୁସିସିବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମାର୍କଫେଡ ନିର୍ଦ୍ଦେଶକ

ଭୁବନ : ଢେଙ୍କାନାଲ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ , ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟବିତ୍ ଅଭିମନ୍ୟୁବେହେରା ଓଡଶା ରାଜ୍ୟ ସମବାୟ ବାଣିଜି୍ୟକସଂଘ (ମାର୍କଫେଡ) , ଭୁବନେଶ୍ୱର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତହୋଇଥିବାଜଣାପଡିଛି ।…