କୋଣାର୍କ ଭଗବତୀ ମହାବିଦ୍ୟାଳୟର କିରାଣୀ ଅଭିନବ ଉପାୟରେ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।
କୋଣାର୍କ: କୋଣାର୍କରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗଢି ଉଠିଥିବା ୧୯୭୮ ମସିହାରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟଟି ବିଭିନ୍ନ ସମୟରେ ନ୍ୟସ୍ତସ୍ବାର୍ଥପର ଗୋଷ୍ଠୀର ଶିକାର ହୋଇ ଆସିଛି । ଏବେ ଏକ ଜ୍ବୋଳନ୍ତ ଉଦାହରଣ ସାମ୍ମାକୁ ଆସିଛି ।
ଏହି ମହାବିଦ୍ୟାଳୟରେ…