Take a fresh look at your lifestyle.
Yearly Archives

2023

ପହିଲି ମେଘ

ଟାଇଁ ଟାଇଁ ଖରା ଦେହ ଭୋଗିବାରୁ ବିଦ୍ୟାଳୟ ଛୁଟି ବଢେ, ବର୍ଷା ଆସିବାରୁ ତାତି କମିଗଲା ମେଘ ଝିପିଝିପି ପଡେ । କାଳ ବଇଶାଖି ବାତ୍ୟା ଲଘୁଚାପ ଅବା ହେଉ ମଉସୁମୀ, ହିମ କରିଦିଏ ସାରା ପୃଥିବୀକୁ ତୃଣ ନାଚେ ଝୁମି ଝୁମି । ପ୍ରତି ବର୍ଷ ରଜ ପରେ ବର୍ଷା ଆସେ ଚାଷ ବେଉଷଣ ପାଇଁ, ରଥ…

ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ଡ୍ରେନ୍ ସମସ୍ୟା

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ୍ ଅଂଚଳରେ ବର୍ଷା ହେଲେ ସମସ୍ୟା ବଢିଯାଉଛି । ଅଂଚଳରେ ବାସ କରୁଥିବା ଲୋକମାନଙ୍କ ଘରେ ଡ୍ରେନ୍ ପାଣି ପଶିଯାଉଛି । ଏହି ସମସ୍ୟା ୧୫ ରୁ ୨୦ ବର୍ଷ ଧରି ଲାଗି ରହିଛି । ପୌରପରିଷଦକୁ ବାରମ୍ବାର ଜଣାଇଲେ ସୁଧା ଏହାର ସମାଧାନ କରୁନାହାଁନ୍ତି । ଏ…

କାଦୁଆ ମହିମାଶ୍ରମରେ ବନମହୋତ୍ସବ

ଢେଙ୍କାନାଳ: ସଦର ବ୍ଲକ୍ ନାଗିଆପଶି ପଂଚାୟତର କାଦୁଆ ଗ୍ରାମସ୍ଥିତ ମହିମା ଆଶ୍ରମରେ କପିଳାସ ବନାଂଚଳ ଆନୁକୂଲ୍ୟରେ ଚଳିତ ବର୍ଷର ବନମହୋତ୍ସବ ଜୁଲାଇ ୧ ତାରିଖ ଶନିବାର ମଧ୍ୟାହ୍ନରେ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କର ଯୋଗଦେଇ ବୃକ୍ଷ…

ହାତୀ ଆକ୍ରମଣରେ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ପାରିଖେଦା ଗ୍ରାମର ଚନ୍ଦନ ନାଏକ ଯୁବକ ବୟସ ୨୬ ବର୍ଷ ସାଇକେଲ ରେ ଯାଉଥିବା ସମୟରେ ସକାଳ 8 ଘଟିକା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି l ତାଙ୍କୁ ସ୍ଥାନୀୟ ଅଟୋ ଯୋଗେ…

ରାଜମିସ୍ତ୍ରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ , ସପ୍ତଶଯ୍ୟା ଓ ଚଉଳିଆ ଗ୍ରାମ ପଞ୍ଚାୟତ ଠାରେ ରାଜମିସ୍ତ୍ରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ୟୁନିସେଫ ସହଯୋଗରେ ଏବଂ ଫିନିସ୍ ସୋସାଇଟିର ଆୟୋଜନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଫିନିସ୍…

ବିକାଶର ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ସଂସ୍ଥାମାନେ ଦେଶର ପଥ ପ୍ରଦର୍ଶକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି…

ସଦେଇବରେଣୀ କଳାକୃତି ଗ୍ରାମରେ ନୌକାବିହାର ଉଦଘାଟିତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ସଦେଇବରେଣୀ ସ୍ଥିତ କଳାକୃତି ଗ୍ରାମରେ ଏକ ନୌକା ବିହାର ବ୍ୟବସ୍ଥାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉଦଘାଟନ କରିଛନ୍ତି l ଏହି ସ୍ଥାନଟି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ର ରେ ସ୍ୱତନ୍ତ୍ରତା ଲାଭ କରିବ ଏବଂ ତା ସହ…

ବିପଦ ତାରିଣୀ ବ୍ରତ ଥିବାରୁ ବ୍ରାହ୍ମଣୀ ଦେବୀଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ ବାଜିଚୈକ ସ୍ଥିତ ମାଁ ବାହ୍ମଣୀ ଦେବି ପିଠିରେ ବିପଦ ତାରିଣୀ ବ୍ରତ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ମାଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।…

ବିପଦତାରିଣୀ ବ୍ରତ ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା

ଢେଙ୍କାନାଳ : ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାଁ ତାରିଣୀଙ୍କ ପିଠରେ ବିପଦ ତାରିଣୀ ବ୍ରତ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ମାଙ୍କୁ ଲାଗି କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ଲାଗି…

ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଲେ ଧର୍ମେନ୍ଦ୍ର

ଢେଙ୍କାନାଳ : ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି । ମୋଦିଙ୍କ ଶାସନରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳ ମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି । ଗରିବ କଲ୍ୟାଣକାରୀ…