ବାପ ପୁଅଙ୍କୁ ଅପହରଣ, ୨ ଲକ୍ଷ ଦାବି
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ଗଦାଶିଳା ଗ୍ରାମରୁ ମାରଣାସ୍ତ୍ର ଦେଖାଇ ବାପ ପୁଅଙ୍କୁ ଅପହରଣ କରାଯାଇଛି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ୨ ଲକ୍ଷ ଦାବି କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ବାପପୁଅଙ୍କୁ ଉଦ୍ଧାର…