ଲଗାଣ ବର୍ଷାରେ ଆରଡି ରାସ୍ତା ଧସିଲା; ବେଲଟିକିରି ଓ ନାଗିଆପଶି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ
ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଓ ନାଗିଆପଶି ଗ୍ରାମପଞ୍ଚାୟତ ମଧ୍ୟରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ରାସ୍ତା ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବେଲଟିକିରି ଓ ନାଗିଆପଶି ପଞ୍ଚାୟତ ମଧ୍ୟରେ ଏହି ରାସ୍ତାର ଦୁରତ୍ୱ ୩…