ଜିଲ୍ଲା ଯୁବମୋର୍ଚ୍ଚା ରାଜ୍ୟକରିଣୀ ବୈଠକ ଢେଙ୍କାନାଳ
ଢେଙ୍କାନାଳ : ଅଦ୍ୟ ଦିନ ଢେଙ୍କାନାଳ ଜିଲ୍ଲା ବିଜେପି କାଯ୍ୟାଳୟ ଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା ସଭାପତିତ୍ୱ କରିଥିଲେ । ଭାରତ ବର୍ଷର ଯଶସ୍ୱୀ…