Take a fresh look at your lifestyle.
Yearly Archives

2022

ବରିଷ୍ଠ ନାଗରିକ , ଜାତିର ସମ୍ପଦ- ମହେଶ ସାହୁ

ଢେଙ୍କାନାଳ :  ଅଭିନନ୍ଦନ ଗାର୍ଡେନ୍ର ସଭାଗୃହରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୮ତମ ପ୍ରତିଷ୍ଠା ଦିବସ ମଂଚର ସଭାପତି ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳନ କରାଯାଇଅଛି । ଏଥିରେ ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣେଶଙ୍କ ମୃତିରେ ପୁଷ୍ପମାଲ୍ୟ ଅର୍ପଣ…

ଯମୁନାକୋଟ ଗ୍ରାମରେ ରାସନ ସାମଗ୍ରୀ ହେରଫେର, ଥାନାରେ ଅଭିଯେIଗ ପରେ  ହିତାଧିକାରୀ ଙ୍କୁ ଚାଉଳ ମିଳିଲା

ଭୁବନ: ଦାରିଦ୍ର୍ୟ ସୀମାରେ ଖାତଳେ ଥିବା ଗରିବ ଲୋକ ଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳଯୋଗାଇ ଦେଉଥିବାବେଳେ କେନ୍ଦ୍ର ସରକାର ମାସିକ ମୁଣ୍ଡପିଛା୫ କିଲୋ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ଡିଲର ମାନେ ଏଥିରେ ବ୍ୟାପକ ହେରାଫେରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଥାନାଧିକାରୀ ଙ୍କ ଧମକ…

ବାବା ପ୍ରେମାନନ୍ଦ ଗିରି ଙ୍କ ୬୩ ତମ ଶ୍ରାଦ୍ଧଉତ୍ସବ ପାଳିତ

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ) ଠାରେ ପରମ ପୂଜ୍ୟ ବାବା ପ୍ରେମାନନ୍ଦ ଗିରିଙ୍କର ୬୩ ତମ ଶ୍ରାଦ୍ଧଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାବା ରାମାନନ୍ଦ ଭାରତୀ ଙ୍କ ଅଧ୍ୟକ୍ଷତା ଓ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ହରିହର…

ଢେଙ୍କାନାଳ ଏଲ୍ଆଇସିରେ ୬୬ତମ ବୀମା ସପ୍ତାହ ପାଳିତ

ଢେଙ୍କାନାଳ:ଭାରତୀୟ ଜୀବନବୀମା ନିଗମ ଢେଙ୍କାନାଳ ଶାଖା କାର୍ଯ୍ୟାଳୟରେ ୬୬ତମ ବୀମା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଶାଖା ମୁଖ୍ୟ ପ୍ରବନ୍ଧକ ପି. ସୁଜିତ୍ କୁମାର ପ୍ରଦୀପ ପ୍ରଜ୍ୱଳନ କରି ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବୀମା ସପ୍ତାହକୁ ଉଦ୍ଘାଟନ କରିଥିଲେ । ସେ…

ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ, ଏକର ଏକର ଧାନ କ୍ଷେତ ଜଳ ମଗ୍ନ, ଚିନ୍ତାରେ ଚାଷୀ

କାମାକ୍ଷାନରର (ରାଜ କିଶୋର ରାଉତ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ସଶାପାସି ଗାଁ କୁଶବେରଣା ଦେଇ ଯାଇଥିବା ରାମିଆଳ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ୫୦ଫୁଟ ର ଘାଇ ସୃଷ୍ଟି ହୋଇଛି |ଫଳରେ ଏକର ଏକର ଧାନ କ୍ଷେତ ଜଳ ମଗ୍ନ ହୋଇଛି | ତେବେ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟ ଭୋଳ ସୃଷ୍ଟି…

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁର୍ନର ଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ 2021ମସିହା ଜାନୁଆରୀ 17 ବାର୍ଷିକ ଉତ୍ସବ ରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ…

ପୂଜା ମଣ୍ଡପ “ମୁଁ ଭୁବନକୁ ଭଲ ପାଏ ” ଉଦଘାଟିତ

ଭୁବନ : ଭୁବନର ପ୍ରସିଦ୍ଧ ଦଶହରା ପର୍ବ ପରେ ଯୁବ ସମାଜ ଷ୍ଟାର କ୍ଳବ ଅଗ୍ରପୁଜ୍ୟ ଗଜାନନଙ୍କର ପୂଜାକୁ ନେଇ ଯେଉଁ ଗଣ ପର୍ବ ଆରମ୍ଭ କରିଥିଲା ଆଜି ତାହା ଏକ ମହାପର୍ବ ରେ ପ୍ରସିଦ୍ଧ ଲାଭ କରିପାରିଛି । ଏବେ ଭୁବନ ଦ୍ୱିତୀୟ ଦଶହରା କହିଲେ ଗଣେଷ ପୂଜାକୁ ବୁଝାଉଛି । ଯେଉଁଥିରେ ହଜାର ସଂଖ୍ୟାର…

ଭୁବନ ଗଣେଷ ପୂଜା ଖବର

ଭୁବନ: ଭୁବନର ପୂଜାମଣ୍ଡପରେ ସତେଇଶ ଟି ମେଢ଼ ଶୋଭା ପାଉଛିI ଆକର୍ଷଣୀୟ ତୋରଣ ସହ ଲାଇଟ ଗେଟ ସନ୍ଦ୍ୟା ସମୟ ରେ ବେଶ ଝିକିମିକି କରୁଛି I ପାଖ ଆଖ ଲୋକ ଙ୍କର ବେଶ ଭିଡ଼ ଜମୁଛି I ପ୍ରଶାସନ ତରଫରୁ ଭିଡକୁ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାକୁ ସାମାନ୍ଯ ରଖିବା ନିମନ୍ତେ ଦୁଇଚକିଆ, ଚାରିଚକିଆ ଓ…

ଟ୍ରକ ଧକ୍କାରେ ଜେଲର ଗୁରୁତର

ଭୁବନ : ଜାତୀୟ ରାଜପଥ 53ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ନମ୍ବର ଏମ ପି 16 ଏଚ 1464 ରାସ୍ତା କଡ଼ କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର କରାଯାଇଛିI ମଟର ସାଇକେଲ ନମ୍ବର ଓଡି 06ଵି 9602ଟି ଟ୍ରକ ଚକା ତଳେ ରହିଯାଇଛିI ମଟର…

ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା

ଭୁବନ:  ଭୁବନ ଅଞ୍ଚଳରେ ଦୁଇଟି ପୃଥକ୍‌ ଦୁର୍ଘଟଣା ଘଟିଛି । ବାଇକକୁ ଏକ ଟ୍ରକ ପିଟିଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ଜଣେ ଜେଲରଙ୍କ ସହିତ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଖବର ନେବାରୁ ଜଣାପଡିଛି ଯେ ଯାଜପୁର ଜେଲର ପପୁ ପ୍ରସାଦ ମହାରଣା ଏକ ବାଇକ ଯୋଗେ ଶଶୁର ଘରୁ ଫେରୁଥିଲେ…