Take a fresh look at your lifestyle.
Yearly Archives

2022

ବି.ବି. ହାଇସ୍କୁଲ ର ନବଗଠିତ ଶକ୍ତି କ୍ଲବର ଶକ୍ତି ସଂରକ୍ଷଣ ସେମିନାର

ଢେଙ୍କାନାଳ: ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ନୂତନ ଇଣ୍ଟରଆକ୍ଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ …

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ପାଳିତ

ଢେଙ୍କାନାଳ :   ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପ୍ରାତଃରୁ ମଙ୍ଗଳ ଆଳତୀ ଓ ମହାସ୍ନାନ ପରେ ଠାକୁରଙ୍କୁ ବସ୍ତ୍ର ପରିଧାନ କରାହାଇଥିଲେ। ଫୁଲ ଓ ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲବ ଭୋଗ ଲାଗି କରାଯାଇଥିଲା।…

ବିଜେପି ଛାଡି ବିଜେଡି ରେ ମିଶିଲେ ମୁନ୍ନା

ଭୁବନ : ବରିଷ୍ଠ ବିଜେପି ନେତା ପ୍ରବାଳକାନ୍ତି ସାହୁ (ମୁନ୍ନା) ବିଜେପି ଛାଡି ଆଜି ବିଜେଡି ରେ ଯୋଗଦାନ କରିଛନ୍ତି । ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁନ୍ନା ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ବିଜେଡିର ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା)…

ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭୁବନ : ଭୁବନ ବ୍ଲକରସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ବେହେରାଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଡିଓ ଆଶୀର୍ବାଦ ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ସାହୁ , ଜିପିଇଓ ଶ୍ରୀକାନ୍ତ ବେହେରା , କନିଷ୍ଠ ଯନ୍ତ୍ରୀ…

ବିଜେଡି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ଙ୍କ ଦୋକାନ ବଜାର ଓ ଘରକୁ ଘର ବୁଲି ପ୍ରଚାର

ଭୁବନ : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି , ଧିରେ ଧିରେ ନିର୍ବାଚନ ଉସ୍ମତା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ଏନଏସି ର ଯୁବ ନଗରପାଳ ପ୍ରାର୍ଥୀ ଙ୍କ ପାଇଁ ୧ ନମ୍ବର…

ବିଜୁ ବାବୁଙ୍କ୧୦୬ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ :  ମହାନ ଜନାୟକ , ପ୍ରବାଦ ପୁରୁଷ , ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ ପାଲନ ସମାରୋହ ୦୫, ୦୩, ୨୦୨୨ ରିଖ ଶନିବାର ଦିନ ସ୍ଥାନୀୟ ବୋରାପଦା ସ୍ଥିତ ଆମ୍ବ ବଗିଚାରେ ପାଳନ ହେବ । ଏହି ଅବସରରେ ସ୍ଥାନୀୟ ରନôମଣ୍ଡପ ଠାରେ ଢେଙ୍କାନାଳ…

ଢେଙ୍କାନାଳ ରୁ ସୋନାଲୀ, କାମାକ୍ଷାନଗର ପାଇଁ ସୁବୋଧ ଓ ଭୁବନ ରୁ ମହେଶ୍ୱର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ

ଢେଙ୍କାନାଳ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଉଷ୍ମତା ଅନୁଭବ ହୋଇଛି। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ମତଦାନ ହେବ। ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ରାଜ୍ୟର ପ୍ରମୁଖ ଦଳ ପ୍ରାର୍ଥୀ ଚୟନରେ…

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ :ଲଢିବା ପାଇଁ ଆବେଦନକ।ରି ଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟ ଆବାହକ  ନିଶିକାନ୍ତ…

ଭୁବନେଶ୍ବର: ବହୁ ଶିକ୍ଷିତ ,ଉତ୍ସାହି ଯୁବକ ଯୁବତୀ ,ଚେତନାଶୀଳ ବୁଦ୍ଧିଜୀବି ବହୁ ପ୍ରଜ୍ଞ ଅଭିଜ୍ଞ ବ୍ୟକ୍ତିତ୍ଵମାନେ ଓ ଆମ୍ଆଦମୀ ପାର୍ଟି ର ସମର୍ଥକ, ଆଗାମୀ ଭୁବନେଶ୍ବର ମହାନଗର ନିଗମର ହେବାକୁ ଥିବା ନିର୍ବାଚନରେ ନଗର ନିଗମର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କର୍ପୋରେଟର ଟିକେଟ ଆଶାୟୀ ପ୍ରାର୍ଥୀ…

ଭୁବନ ଏନଏସି ;ବିଶ୍ୱଜିତ ସାହୁ କଂଗ୍ରେସ ଟିକେଟ ଦାବିଦାର

ଭୁବନ: ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଆଜି ଥିଲା ପ୍ରଥମ ଦିବସ । ଏଯାଏଁ ବିଜଡେି , ବିଜେପି କିମ୍ବା କଂଗ୍ରେସ କୌଣସି ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଚୁଡାନ୍ତ ହୋଇ ପାରିନାହିଁ । ବିରୋଧି ବିଜେପି , ବିଜେଡି ପ୍ରାର୍ଥୀ ଚୟନ କୁ ଅପେକ୍ଷା କରିଥିବା ବେଳେ ସର୍ବପୁରାତନ ଦଳ କଂଗ୍ରେସ…

ବିଜେଡିର ମିଶ୍ରଣ ପର୍ବ: ବିରୋଧି ଶୂନ୍ୟ ହେବ ଢେଙ୍କାନାଳ ନଗର

 ଢେଙ୍କାନାଳ : ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରନô ମଣ୍ଡପ ରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏବଂ କଂଗ୍ରେସ ଦଳର ବହୁ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ଦଳର ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ତଥା ପୂର୍ବତନ କାଉନସିଲର ଅନିମା…