Take a fresh look at your lifestyle.
Yearly Archives

2022

ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ

ଢେଙ୍କାନାଳ: ଢେଙ୍କାନାଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଆଜି ୭୬ତମ ସ୍ୱାଧିନତା ଦିବସ ଧୂମ୍ଧାମ୍ରେ ପାଳନ କରାଯାଇଛି । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଦେଶର ମହାନ୍ ପୁରୁଷ, ବୀର ଓ ସହୀଦ ଯେଉଁମାନଙ୍କର ଅକ୍ଲାନ୍ତ…

ଆମ୍ ଆଦମୀ ପାର୍ଟି ର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱାଧୀନତାର ଅମୃତ ମହୋତ୍ସବ ଆମ୍ ଆଦମୀ ପାର୍ଟି ପକ୍ଷରୁ ପାଳିତ ହୋଇଯାଇଛି l ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଧ୍ବଜାରୋହଣ କରିଥବା ବେଳେ ଗଁଦିଆରେ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ପଣ୍ଡା, ସଦର ବ୍ଲକ ଭାପୁରରେ ଜିଲ୍ଲା…

ଆଜି ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରପୁତ୍ର ମାନଙ୍କୁ ମାଲ୍ୟାପଣ.

ଢେଙ୍କାନାଳ: ଆଜି ଦେଶ ପାଳୁଛି ୭୬ ତମ ସ୍ଵାଧୀନତା ଦିବସ, ଏହି ଅବସରରେ ଢେଙ୍କାନାଳ ଠାରେ ବିଭିନ୍ନ ସ୍ଥାନରେ ଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ କୃଷି ଓ କୃଷକ ଶଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାଲ୍ୟାପଣ କରିଥିଲେ । ବସ୍ ଷ୍ଟାଣ୍ଡ ରେ ଥିବା ଗାନ୍ଧି ପାର୍କରେ ମହାତ୍ମା…

ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ଢେଙ୍କାନାଳ: ସଦର ବ୍ଳକ୍ ଅନ୍ତର୍ଗତ ରାଧାଦେଈପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଅଦ୍ୟ ତା୧୫ଅଗଷ୍ଟ୨୦୨୨ରିଖରେ ମହାସମାରୋହରେ ସ୍ଵାଧୀନତା ଦିବସ ପାଳିତ ହୋଇଅଛି। ଆଜାଦି କା ଅମୃତ ମହୋତ୍ସବ ସାରାଦେଶରେ ପାଳିତ ହେବା ସହ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଗତ ତା୧୩ରିଖରୁ ତା୧୫ରିଖ ଯାଏଁ ତିନି ଦିନ…

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

କାମାକ୍ଷାନଗର( ରାଜ କିଶୋର ରାଉତ):ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମରେ ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ଆଜି ଏକ ସୁଦୀର୍ଘ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ…

ଉପଖଣ୍ଡ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଧୀନତା ଦିବସ ପାଳିତ

କାମାକ୍ଷାନଗର(ରାଜ କିଶୋର ରାଉତ): ପଲ୍ଲୀ ରୁ ଦିଲ୍ଲୀ ଆଜି ଦେଶ ପାଳୁଛି 76ତମ ସ୍ୱାଧୀନତା ଦିବସ l ଏହି ଅବସରରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଙ୍କ ଅଧକ୍ଷତା ରେ ମୁଖ୍ୟ…

ସଖୀ ୱାନ ଷ୍ଟପ ସେଣ୍ଟର ପରିସରରେ ସ୍ୱାଧିନତା ଦିବସ ପାଳନ

ଢେଙ୍କାନାଳ: ସଖୀ ୱାନ ଷ୍ଟପ ସେଣ୍ଟର ପରିସରରେ ୭୫ ବର୍ଷ ପୂର୍ତି ଅବସରରେ ସ୍ୱାଧିନତା ଦିବସ ପାଳନ ହୋଇଯାଇଛିା ଏହି ପବିତ୍ର ଦିବସରେ ସର୍ବ ପ୍ରଥମେ ଅନୁଷ୍ଠାନର ନିର୍ଦେଶକ ଉଦେୟନ୍ଦୁ ମିଶ୍ର  ଜାତୀୟ ପତାକା ଉତ୍ତୋଳନ କରି ଦିବସର ଅନୁଚିନ୍ତା ପ୍ରଦାନ କରି ସ୍ୱାଧୀନତା ଆଣିଦେଇଥିବା ବରପୁତ୍ର…

ମଠକରଗୋଳା ମହାବିଦ୍ୟାଳୟରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତ ସରକାର ତଥା ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଙ୍କ ନିର୍ଦ୍ଦେଶ ମତେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଠକରଗୋଳା ମହାବିଦ୍ୟାଳୟରେ"ଭାରତର ବିଭାଜନ ବିଭୀଷିକା ସ୍ମୃତି ଦିବସ" ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ…

ଆଜିଠାରୁ ଭାଦ୍ରବ ମାସର ପ୍ରଥମ ରବିବାର ଥିବାରୁ ଖୁଦୁରୁକୁଣି ଓଷା ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ଖୁବୁରୁକୁଣି ଓଷା । ଓଡ଼ିଆ ଘରେ ଯେପରି ବାର ମାସରେ ତେର ପର୍ବ ହୋଇଥାଏ ସେହି ପରି ଖୁଦୁରୁକୁଣି ହେଉଛି ଝିଅ ଓ ବୋହୁଙ୍କର ଏକ ବଡ ପର୍ବ। ଏହି ପର୍ବ ଭାଦ୍ରବ ମାସର ପ୍ରତ୍ୟକ ରବିବାର ହୋଇଥାଏ । ସକାଳୁ ଉଠି ଝିଅ ବୋହୁ ମାନେ ଫୁଲ ତୋଳି ମାଳ ଗୁନ୍ଥି…

କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭାଜନର ସ୍ମରଣ ଦିବସ ପାଳନ

ଢେଙ୍କାନାଳ : ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ଅବସରରେ ରବିବାର ବିଭାଜନ ବିଭିଷୀକା ସ୍ମରଣ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ଓ…