Take a fresh look at your lifestyle.

ବିଦ୍ୟାଳୟରେ ଛାତ୍ରଙ୍କୁ ପାଠ ପଢା ଜାଗାରେ ଚାଉଳ ବସ୍ତା ବୋହି ଶ୍ରମିକ ସଜାଇଲେ ସହକାରୀ ଶିକ୍ଷକ

କାମାକ୍ଷାନଗର( ରାଜ କିଶୋର ରାଉତ):ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିଲା ବେଳେ ପ୍ରକୃତ ପକ୍ଷେ ଏହା କେବଳ କାହାଜ କଲମ ରେ ଚାଲିଛି ।ସରକାରୀ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ବାସ୍ତବରେ ତାହା…

ସୂଚନା ଅଧିକାର ଆଇନ ବାଟବଣା : ପ୍ରଥମ ଅପିଲ କର୍ତ୍ତୃପକ୍ଷ ଦିନ ଧାର୍ଯ୍ୟ କରି ଶୁଣାଣି କଲେ ନାହିଁ

କଙ୍କଡାହାଡ଼: ସୂଚନା ଅଧିକାର ଆଇନରେ ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଟୁକୁନ ବିଶ୍ୱାଳ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ, ଢେଙ୍କାନାଳ ଙ୍କ ଠାରେ କଙ୍କଡାହାଡ଼ ବ୍ଲକ ରେ ୨୧ ଟି ପଞ୍ଚାୟତ ରେ ମନରେଗା ଯୋଜନାରେ ବ୍ୟକ୍ତିଗତ ଭାବେ ପାଇଥିବା…

ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲ ରୁ ମାଈ ହାତୀର ମୃତ ଦେହ ଉଦ୍ଧାର କାରଣ ଅପ୍ସଷ୍ଟ

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଦଦରାଘାଟି ସେସ୍କନ ଘାଗରାମୁଣ୍ଡା ବିଟ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖକୁ ଲାଗିଥିବା ଜଙ୍ଗଲ ରେ ଏକ ମାଈ ହାତୀର ମୃତ ଦେହ ଉଦ୍ଧାର ହେଇଅଛି ।ହାତୀର ବୟସ ଆନୁମାନିକ ୩୦ ରୁ ୩୫ ବର୍ଷ ହେବ । ଖବର ପାଇ ପ୍ରଥମେ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ…

୫୩ନମ୍ବର ଜାତୀୟ ରାଜପଥ ରେ ଟ୍ରକ ସହ ଅଟୋ ମୁହାଁ ମୁହିଁ ଧକ୍କା,୫ମୃତ

କାମାକ୍ଷାନଗର (ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥର ଖମ୍ବ ଗାଁ ଛକ ୫୩ ନଂ ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ । ମୃତକ ମାନେହେଲେ କାମାକ୍ଷାନଗର ଥାନା…

ମାଈ ହାତୀର ମୃତ ଦେହ ଉଦ୍ଧାର ।

କାମାକ୍ଷାନରର( ରାଜ କିଶୋର ରାଉତ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଘାଘରାମୁଣ୍ଡା ଗାଁ ପାଖ ଖେସରା ଜଙ୍ଗଲରୁ ଗୋଟିଏ ମାଈ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମାଈ ହାତୀଟିର ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ସୂଚନା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି । ଘଟଣା…

ଦଶୀପୁର ପଞ୍ଚାୟତ ସୂଚନା ଅଧିକାରୀ(ପିଆଇଓ) ସୂଚନା ଫର୍ମ ଗ୍ରହଣ କଲେ ନାହିଁ

କାଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଅନିୟମିତତା ଖବର ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ ପାଉଥିଲା ବେଳେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।ପଂଚାୟତ ର ଜନସାଧାରଣ ସରଳ ନିରୀହ ହେଇଥିବାରୁ ଏହାର ସୋଯୋଗ ନେଇ ସରକାରୀ ସ୍ତରରେ ଅବହେଳିତ,…

ବିଶ୍ୱ ବନ୍ଧୁତ୍ୱ ଦିବସରେ ତୃପ୍ତିପାଠାଗାର ପକ୍ଷରୁ ରକ୍ତଦାନ

ଭୁବନ : ରକ୍ତ ମଣିଷକୁ ଚଳଚଂଚଳ କରାଏ । ରକ୍ତ ବିନା ମଣିଷ ବଂଚିବା ଅସମ୍ଭବ । ରକ୍ତର ଆବଶ୍ୟକତା କୃତ୍ରିମ ଉପାୟରେ ପୁରଣ କରାଯାଇ ପାରିବ ନାହିଁ । କେବଳ ଦାନୀ ହିଁ ଦାନ କରି ଅନ୍ୟର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିବ ବୋଲି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଟୋଲଙ୍କ…

କଇରାନାଳୀ ଉପ୍ରା ବିଦ୍ୟାଳୟ ର ଶିକ୍ଷା ବିପର୍ଯ୍ୟୟ ବ୍ୟବସ୍ଥା କୁ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

କାମାକ୍ଷାନଗର (ରାଜ କିଶୋର ରାଉତ): ଢେଙ୍କାନାଳ ଭୁବନ ବ୍ଲକ ର କଇରାନାଳୀ ଉପ୍ରା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଭାବକ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୬୮ ଜଣ ଶିକ୍ଷା ଲାଭ କରୁଛନ୍ତି ହେଲେ ୩ ଜଣ ମାତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଛନ୍ତି I…

କୀଡୀନି ରୋଗ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କାମାକ୍ଷାନଗର(ରାଜ କିଶୋର ରାଉତ): ମଣିଷ ଜୀବନର ରାସ୍ତାରେ ଦୁଃଖ କେତେ ବେଳେ ଆସେ କେହି କେବେ ଜାଣି ପାରେ ନାହିଁ ଆଉ ଜୀବନ ବଞ୍ଚାଇବା ପାଇଁ ଚାଲିଥାଏ ସଂଘର୍ଷ ହେଲେ ଚିକିତ୍ସା ପାଇଁ ଅର୍ଥ ସାଜି ଥାଏ ବାଧକ କେମିତି କରିବେ ଚିକିତ୍ସା ଆଉ କେମିତି ଭଲ ହେବ ନିରୀହ ଜୀବନ l ହଁ ଶରୀର ଅଛି ତ…

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ଭୁବନ : ବେରୋଜଗାର ଯୁବକ , ଯୁବତୀ ମାନଙ୍କୁ ଆତ୍ମନିଯୁକ୍ତି ସହ ରୋଜଗାର ସୁବିଧା ସୁଯୋଗ ଯେଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଓରମାସ ଏବଂ ଡିଡିୟୁ-ଜିକେୱାଇ ସହଭାଗିତାରେ ନିଯୁକ୍ତି ମେଳା ଆୟୋଜନ କରୁଛନ୍ତି । ଏହି କ୍ରମରେ ଆଜିଭୁବନ ବ୍ଲକ ପରିସରରେ ଦିନ୍ ଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା…