ନାବାଳିକାକୁ ଗର୍ଭବତୀ କରିବା ଘଟଣା, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍
ଢେଙ୍କାନାଳ : ଢେଙ୍କାନାଲ ଜିଲ୍ଲା କାମାକ୍ଷାନଗର ଥାନା ଅଂଚଳରେ ଗତ ୨୦୨୧ମସିହାରେ ଏକ ନାବାଳିକାକୁ ପ୍ରଲୋଭିତ କରି ଗର୍ଭବତୀ କରିବା ମାମଲାର ଆଜି ଶୁଣାଣି କରି ଫାଷ୍ଟ ଟ୍ରାକ୍ ସ୍ପେସାଲ୍ (ପୋକ୍ସୋ) କୋର୍ଟ ବିଚାରପତି ସୂର୍ଯ୍ୟମଣି ମହାପାତ୍ର ମାଣିତ୍ରି ଗ୍ରାମର ନିର୍ମଳ ମହାରଣାକୁ ୧୦ବର୍ଷ…