ଅମଲାମାନଙ୍କର କଳାବ୍ୟାଜ ପରିଧାନ :ଦାବି ପୂରଣ ନ ହେଲେ ଜୁନ୍ ୧ ତାରିଖରୁ ସମୁହିକ ଛୁଟି
ଢେଙ୍କାନାଳ: ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଗତ ୨୧ ତାରିଖ ସୁଦ୍ଧା ସରକାର ମିଳିତ ଅମଲା ମଂଚର ଦାବି ପୂରଣ କରିନଥିବାରୁ ଆଜି ଠାରୁ ରାଜର ତଥା ଢେଙ୍କାନାଲ ଜିଲ୍ଲାର ସମସ୍ତ ବିଭାଗ ଅଫିସ୍ର ସମସ୍ତ ଅମଲାମାନେ କଳାବ୍ୟାଜ ପରିଧାନ…