୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ
ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସହାୟକ, ଯିଏ ଆଜିକାଲି ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଶି କ୍ଷମତାଶାଳୀ ବୋଲି ପ୍ରମାଣିତ କରିବା ପାଇଁ ନାନା କସରତରେ ଲାଗିଛନ୍ତି । ସେ ମହିମା ଧର୍ମର ଯୋରନ୍ଦା ଗାଦୀକୁ ଆସୁଥିବା ଶୁଣାଯାଉଛି । ଆଜି ପର୍ଯ୍ୟନ୍ତ ୨୩ ବର୍ଷ ଶାସନରେ ଥରେ ହେଲେ…