Take a fresh look at your lifestyle.

ପରଜଙ୍ଗ ନିର୍ବାଚନ ମଣ୍ଡଳୀsକର୍ଣ୍ଣାଟପୁର ଗ୍ରାମର ଆରାଧ୍ୟ ଦେବୀ ମା ମଙ୍ଗଳା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ

0 11

Get real time updates directly on you device, subscribe now.

ପରଜଙ୍ଗ : ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସୋଇ ଗ୍ରାମ ପଞ୍ଚାୟତ ର କର୍ଣ୍ଣାଟପୁର ଗ୍ରାମର ଆରାଧ୍ୟ ଦେବୀ ମା ମଙ୍ଗଳା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ “ଯୁବଶକ୍ତି” ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ଯୋଗଦନ ଦେଇ ମା ମଙ୍ଗଳା ଙ୍କ ନିକଟରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କର ସୁଖ ସମୃଦ୍ଧି କାମନା କରିଥିଲେ, ଏବଂ ଗ୍ରାମବାସୀ ଙ୍କର ମଧ୍ୟରେ ଦଳମତ ନିର୍ବିଶେଷରେ ଏକତା ଓ ଭାଇଚାରା ସମ୍ପର୍କ ଅତି ନିବିଡ ଥିବା ହେତୁ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ ବହୁତ ସଫଳତାର ସହ ଆୟୋଜନ ହୋଇ ପାରୁଅଛି ଏହା ଦ୍ୱାରା ଆମ ସଂକୃତି ପରମ୍ପରା ଆମ ଭାଇଚାରା ସମ୍ପର୍କ ଅତି ନିବିଡ ହେବାର ଲାଗିଅଛି କହି ଆୟୋଜକ କମିଟି ଓ ଗ୍ରାମବାସୀ କୃତଜ୍ଞତା ଜ୍ଞାପନ ଜଣାଇଥିଲେ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.