Take a fresh look at your lifestyle.

ଭଲ ମଣିଷ ହୁଅ , ପିଲା ମାନଙ୍କର ଯତ୍ନ ନିଅ , ପିତା ମାତା ଙ୍କ ସେବା କର”

ଭୁବନ : ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ମିଶ୍ର , ବାଳକୃହ୍ଣ ସାହୁ , ବିଦ୍ୟାଧର ନନ୍ଦ ଙ୍କୁ ହଳଦୀ…

ନବ ଦାସଙ୍କ ବିୟୋଗରେ ବିଜେଡିର ଶ୍ରଦ୍ଧାଞ୍ଜଳି-ସଭା

ଢେଙ୍କାନାଳ: ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଦେବାଶିଷ ମିଶ୍ରଙ୍କ ପରିଚାଳନାରେ ଏକ ଶ୍ରଦ୍ଧାଞ୍ଜଳି ଓ ଶୋକସଭା…

ଶହୀଦ ଦିବସ ପାଳନ

ଢେଙ୍କାନାଳ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ତିରୋଧାନ ଦିବସରେ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ , ଉଫୁନା , ଗାନ୍ଧୀ ଦର୍ଶନ ଆଲୋଚନା ମଞ୍ଚ, ଗାନ୍ଧୀ ଅଧ୍ୟୟନ କେନ୍ଦ୍ର , ମିଳିତ ଓଡ଼ିଶା ନିଶାନି୍ୱାରଣ ସଂଘର ସଦସ୍ୟମାନେ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଏକତ୍ରିତ ହୋଇ ସହୀଦ ଦିବସ ପାଳନ କରିଥିଲେ ।…

ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ସାମ୍ବାଧାନିକ ସମ୍ମିଳନୀ

ଢେଙ୍କାନାଳ : ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ରବିବାର ଦିନ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ, ସଦର ବ୍ଲକ୍ ଶାଖାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅସିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ସଚିନ୍ କୁମାର ନାୟକ,…

ଜୁନିଅର କିରୋଗୀ ଓ ପୁମସି ଖେଳାଳିଙ୍କ ଚିତାକର୍ଷକ ବିଜୟ

କୋଣାର୍କ: ୩୦.୦୧.୨୦୨୩ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି…

ଜିଲ୍ଲା ମୁଖ୍ୟ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ

କୋଣାର୍କ :ପୁରୀ ବାଙ୍ଗୋର ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଦେହ ଅସୁସ୍ଥ କାରଣରୁ କଏଦୀ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ। ଖବର ଅନୁଯାୟୀ, ଗତ ୧୬ ଜୁଲାଇ ୨୦୨୨ରେ ଏକ ହତ୍ୟା ଘଟଣାରେ…

କୋଇଲା ଟ୍ରକ ସହ ଚାଳକ ଜଳିଗଲେ

ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ର ବଡଝରା ଗ୍ରାମ ନିକଟ ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ପଖରେ ସୋମବାର ସନ୍ଧ୍ୟାରେ ଏକ ଓଡ଼ି ୩୫ ସି ୦୪୩୬ ନଂ ବିଶିଷ୍ଟ ୧୨ ଚକିଆ କୋଇଲା ବୁଝେଇ ଟ୍ରକ ଭାରଶ୍ୟାମ ହରାଇ ରାସ୍ତାର ବାମ ପାର୍ଶ୍ଵ କୁ ଉଲଟି ପଡ଼ିବାରୁ ଗାଡ଼ିର…

ମହାମାୟୀଙ୍କ ତୃତୀୟ ବାର୍ଷିକୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସହର ଅନ୍ତର୍ଗତ ଆନନ୍ଦନଗରସ୍ଥିତ ରଗଡିସାହି ଠାରେ ମା' ମହାମାୟୀଙ୍କର ତୃତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମା'ଙ୍କର ମଙ୍ଗଳ ଆଳତୀ, ମହାସ୍ନାନ, ନୂତନ ବସ୍ତ୍ର ଓ ବିଭିନ୍ନ ପୁଷ୍ପମାଳ ଅର୍ପଣ କରି ଭୋଗ ଲାଗି କରାଯାଇଥିଲା । ସକାଳ ୧୦…

ଭୁବନ ବ୍ଲକ ଜିଲ୍ଲାସ୍ତରୀୟ ଫୁଟବଲ ଟ୍ରଫି ବିଜେତା

ଭୁବନ : ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭୁବନ ବ୍ଲକ ବିଜେତା ହୋଇଛି । ଓଡାପଡା ବ୍ଲକ କୁ ପେନାଲଟି ସଟ ଜରିଆରେ ପରାସ୍ତ କରି ଭୁବନ ଟାଇଟେଲ ହାସଲ କରିଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏଥି ନିମନ୍ତେ ବିଜେତା ଭୁବନ ବ୍ଲକ କୁ ଟ୍ରଫି ସହ ୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ…

ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଭୁବନ : ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସିଆରସିସି ଆନନ୍ଦ ଚନ୍ଦ୍ର ମେହେଣା ଯୋଗଦେଇ ନିୟମାବଳୀ…