ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ସମୁହ ଔଷଧ ସେବନ କାର୍ଯ୍ୟକ୍ରମ
ଢେଙ୍କାନାଳ : ସହରର ୯ନଂ ୱାର୍ଡ ଅନ୍ତର୍ଗତ ""ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ''ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ଫାଇଲେରିଆ ନିରୋଧି ସମୁହ ଔଷଧ ବଂଟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଚ୍ଚତା ଅନୁଯାୟୀ ୨ ରୁ ୪ଟି ଆଇଭର୍ମେକ୍ଟିନ୍ ବଟିକା…