Take a fresh look at your lifestyle.

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

ଢେଙ୍କାନାଳ : ଆଜି ସନ୍ଧ୍ୟାରେ ଢେଙ୍କାନାଳସ୍ଥିତ ଗୋପବନ୍ଧୁ ଟାଉନ ହଲ ରେ ରାଜ୍ୟ ସ୍ତରୀୟ ମେଘ ଉତ୍ସବ 2023 ଉଦଘାଟିତ ହେଇଯାଇଛି l ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଓ ପ୍ରାକୃତିକ ବିପର୍ଯୟ ପ୍ରସମନ, ଜଙ୍ଗଲ ଓ ପରିବେଶ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶାର…

ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଘର ବୈଠକ

ଢେଙ୍କାନାଳ : ନୂତନ ଅନୁଦାନପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣ ମା'ଲକ୍ଷ୍ମୀ ମନ୍ଦିର ପରିସରରେ ସଭାପତି ଅମରେନ୍ଦ୍ର ନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଆବାହକ ସଂଜୟ କୁମାର ହୋତା ସଭାର ଆଭିମୁଖ୍ୟ ପ୍ରଦାନ…

ଆପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ହିନେ୍ଦାଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ନିଶିକାନ୍ତ…

ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ସ୍ଥିତ କାଇମାଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର କୁ ଅତିଥି ଭାବେ ଯୋଗ ଦେଇ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ପ୍ରଦୀପ…

ଶହୀଦ ବାଜିରାଉତ ନାଟ୍ୟ ସଂସଦର ରୌପ୍ୟ ଜୟନ୍ତୀ

ଢେଙ୍କାନାଳ : ଢେଙ୍କାନାଳ ସହର ସୌଦାମିନୀ ସ୍କୁଲ ସମ୍ମୁଖ ଯାତ୍ରା ପଡିଆରେ ମଙ୍ଗଳବାର ସନ୍ଧ୍ୟା ୭ଟାରେ ୭୭ତମ ସ୍ୱାଧିନତା ଦିବସ ଉପଲକ୍ଷେ ଶହୀଦ ବାଜିରାଉତ କ୍ଲବ ବାଜିଚୌକ ନାଟ୍ୟ ସଂସଦ ପକ୍ଷରୁ ୨୫ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି…

ରାଜ୍ୟ ୫ ସଚିବଙ୍କୁ ସତ୍ୟବାଦୀ ସଭାରେ କାଳୀମାଡ।

ପୁରୀ : ରାଜ୍ୟ ୫ ସଚିବଙ୍କୁ ସତ୍ୟବାଦୀ ସଭାରେ କାଳୀମାଡ। ଜଣେ ଯୁବକଙ୍କୁ ଉଠାଇ ନେଲା ପୋଲିସ। ଲୋକଙ୍କ ଠାରୁ ପଣ୍ଡିଆନ ଦାବି ପତ୍ର ଗ୍ରହଣ କରୁଥିବା ବେଳେ ଜଣେ ଯୁବକ ତାଙ୍କ ମୁହଁକୁ କାଳୀ ଫିଙ୍ଗିଥିଲେ। ୫ ଟି ସଚିବ ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ସମେତ ଦେହରେ କାଳୀ ପଡ଼ିଛି।କାଳିମାଡ…

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଢେଙ୍କାନାଳ ଶାଖାର ୨ ଦଫା ଦାବିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

 ଢେଙ୍କାନାଳ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡ଼ିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ୮ଟି ବ୍ଲକର ୧୩୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଳିତ ମାସ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

କାରାଗାରରେ ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରେ ବୁଧବାର ପୂର୍ବାହ୍ନରେ କଏଦୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୫୫ଜଣ କଇଦୀଙ୍କ ଚର୍ମଜନିତ ରୋଗର ପରୀକ୍ଷାନିରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ଦିଆଯାଇଥିବାର କାରାପାଳ ପ୍ରସନ୍ନ କୁମାର ସାହୁ ସୂଚନା ଦେଇଛନ୍ତି ।…

ଭାରତୀୟ ତୈଳ ନିଗମର ସଂସ୍କାରମୂଳକ କାର୍ଯ୍ୟକ୍ରମ

ଢେଙ୍କାନାଳ : ସ୍ୱାଧୀନତା ଦିବସର ପରଦିନ ଅଗଷ୍ଟ ୧୬ ତାରିଖରେ ଭାରତୀୟ ତୈଳ ନିଗମ ପକ୍ଷରୁ ଦେଶବ୍ୟାପୀ ଥିବା କାରାଗାରଗୁଡିକରେ ଏକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପରିବର୍ତନ-ପ୍ରିଜିନ୍ ଟୁ ପ୍ରାଇଡ୍ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲା କାରାଗାରରେ କାରା ଅଧିକ୍ଷକ ଉର୍ମିଳା…

ଆଇ ଆଇ ଏମ୍ ସି ରେ ସ୍ପଟ୍ ନାମାଙ୍କନ ପାଇଁ ଆବେଦନ

ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ପଟ୍ ଆଡ଼ମିଶନରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବମୋଟ ୧୧ଟି ଆସନରେ ନାମ ଲେଖାଇବା ନିମିତ୍ତ ସୂଚନା ଜାରି କରାଯାଇଛି। ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ୨୫…