କାଇମାଟି ହାଇସ୍କୁଲ୍ ଠାରେ ବିଜ୍ଞାନ ସେମିନାର ଅନୁଷ୍ଠିତ
ଢେଙ୍କାନାଳ : ସଦର ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ କାଇମାଟି ହାଇସ୍କୁଲ୍ ଠାରେ "ମିଲେଟ୍ ଏକ ଉତମ ଖାଦ୍ୟ' ଉପରେ ଏକ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍ର ବିଭିନ୍ନ ବିଦ୍ୟାଳୟରୁ ୫୪ଜଣ ଛାତ୍ରଛାତ୍ରୀ ପାଠଚକ୍ରରେ ଅଂଶଗ୍ରହଣ କରି ପ୍ରସଙ୍ଗ ଉପରେ ନିଜସ୍ୱ ମତାମତ…