ମହାବୀର ୟୁଥ୍ କ୍ଲବ୍ ତରଫରୁ ଗଣେଶ ପୂଜା ପ୍ରସାଦ ସେବନ
ଢେଙ୍କାନାଳ: ଗଣେଶ ପୂଜା ଅବସରରେ ମୀନାବଜାର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍ ତରଫରୁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ରାଇସ୍, ଡାଲ୍ମା, ବଡିମୁଗ ଶାଗ, ଟମାଟୋ ଖଟା, ଖୀରି ଓ ପୋଟଳ ବେସନ ତରକାରୀ ଇତ୍ୟାଦି ପ୍ରସାଦକୁ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଭକ୍ତ ମହା ଆନନ୍ଦର ସହିତ ପାଇଥିଲେ…