Take a fresh look at your lifestyle.

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ…

ବାଲ୍ୟ ବିବାହ କୁ ବନ୍ଦ କଲା ପ୍ରଶାସନ

ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ କାଟେଣୀ ଗ୍ରାମ ସନିକଟ କୁମ୍ଭାରୁନୀବାଟି ଗ୍ରାମରେ ଆଜି ଏକ ବାଲ୍ୟ ବିବାହ କୁ ପୁଲିସ ଏବଂ ପ୍ରଶାସନ ବନ୍ଦ କରିଛନ୍ତି | ଜଣେ ୧୭ବର୍ଷୀୟ ନାବାଳିକାକୁ ଜଣେ ଯୁବକ ବିବାହ କରୁଥିବାର ଖବର ପାଇ ଗଁଦିଆ ବ୍ଲକ ମହିଳା ଓ ଶିଶୁ ବିକାଶ ପକଲ୍ପ ଅଧିକାରୀ ଉର୍ମିଳା…

ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ

ଢେଙ୍କାନାଳ : ବିଶିଷ୍ଟ ଭାଷା ବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଧ୍ୱିତତ୍ୱବିଦ, ପ୍ରତିଥଯଶା ପ୍ରାଧ୍ୟାପକ, ସୁସାହିତି୍ୟକ, ସଫଳ ଅନୁବାଦକ ସ୍ୱର୍ଗତ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ୧୦୦ ବର୍ଷ ପୁର୍ତି ଦିବସ ୧୪ ଡିସେମ୍ବର ୨୦୨୧ ତାରିଖରେ ତାଙ୍କ…

କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା

ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ କଂଗ୍ରେସ୍ ଭବନରେ ପୁଲିସ୍ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା ଜିଲା କଂଗ୍ରେସ୍ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲା ଆରକ୍ଷୀ…

ମନରେଗାରେ ମହାଘୋଟଲା: ଫଳକକୁ ନେଇ ସନ୍ଦେହ

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକରେ ଦିନକୁ ଦିନ ମନରେଗା ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି | ବ୍ଲକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଠିକାଦାର ମନ ଇଛାରେ ମେସିନ ଲଗେଇ କାମ କରୁଛନ୍ତି ତ କେଉଁ ଠାରେ ସୂଚନା ଫଳକରେ ସଠିକରେ ଫଳକ ଲେଖା ଯାଉ ନାହିଁ ! ଏହି ପରି ଭାବରେ କାର୍ଯ୍ୟ କରି…

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢେଙ୍କାନାଳ : ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ସ୍ତ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି | ଏଥିରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି | ପ୍ରକାଶ ଯେ, ଭୁବନ ଲଷ୍ମୀଛକ ତେଲିସାହି ର ଡମ୍ବୁରୁଧର ପୃଷ୍ଟି ଙ୍କର ପୁତ୍ର ସଂଜୀଵ କୁମାର ପୃଷ୍ଟି…

ମହିମାହାବିଦ୍ୟାମଳୟ  ଇଂରାଜୀ ବିଭାଗରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର

ଯୋରନ୍ଦା :  ମହିମା ମହାବିଦ୍ୟାଳୟ ଯୋରନ୍ଦାର ଇଂରାଜୀ ବିଭାଗରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ Role of Nature in Kalidasa's Abhijnana Shakuntalam  ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡ଼ଃ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଯୋଦ୍ଧାଙ୍କ ପାଇଁ ଢେଙ୍କାନାଳ ପୂର୍ବ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ପୂର୍ବ ସୈନିକ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ବସ୍ଷ୍ଟାଣ୍ଡସ୍ଥିତ ଶହୀଦ୍ ସ୍ତମ୍ଭ ନିକଟରେ ମହମବତୀ ଜାଳି ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ସେନାବାହିନୀର ମୁଖ୍ୟ ସିଡିଏସ୍ ବିପିନ୍ ରାୱତ୍ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ଯାତ୍ରା କରୁଥିବା…

ଦେଶର ଶାସକ ଗୋଷ୍ଠୀ ମାନବିକ ଅଧିକାରକୁ ସୁରକ୍ଷା ଦେବା ଉଚିତ : ଭିକାରୀ ଚରଣ ରାଉତ

ଢେଙ୍କାନାଳ: ସ୍ଥାନୀୟ ରଥଗଡାସ୍ଥି ଉଫୁନା କାର୍ଯ୍ୟାଳୟରେ"ବିଶ୍ୱ ମାନବିକ ଅଧିକାର ଦିବସ'' ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଆଭାଷୀ ମାଧ୍ୟମରେ…

ମହିମା ମହାବିଦ୍ୟାଳୟରେ ମାନବିକ ଅଧିକାର ଦିବସ ପାଳିତ

ଢେଙ୍କାନାଳ : ଯୋରନ୍ଦା ମହିମାଗାଦୀସ୍ଥିତ ମହିମା ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ଏବଂ ସମାଜ ବିଜ୍ଞାନ ବିଭାଗ ସହାୟତାରେ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରସାୟନ ବିଭାଗ ମୁଖ୍ୟ ତଥା ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର…