Take a fresh look at your lifestyle.

ଆଜି ଓଡିଶା ସମ୍ବାଦିକ ୟୁନିଅନ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଭୂବନେଶ୍ୱର- ଓଡିଶାର ଅଗ୍ରଣୀ ଓ ବୃହତ୍ତସମ୍ବାଦିକ ସଂଘ ଓଡିଶା ସମ୍ବାଦିକ ୟୁନିଅନ(ଓୟୁଜେ) 50 ବର୍ଷ ଅତିକ୍ରମ କରିଛି । ଆଜି ଓୟୁଜେ ଭୁବନେଶ୍ୱର ଜୟଦେବ ଭବନରେ ସୂବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି ଚୁଡାନ୍ତ କରିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ…

ସାତ୍ତ୍ୱିକ ଅନ୍ନ ଭୋଜନକୁ ଆପଣାର କଲେ ମାନବ ସୁଖ ଶାନ୍ତିରେ ରହିପାରିବ

ଢେଙ୍କାନାଳ : ଢେଙ୍କାନାଳ ସଦର  ଅନ୍ତର୍ଗତ ହରିପୁର ପ୍ରଜାପିତା ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ମାନବର ସକାରାତ୍ମମ ଚିନ୍ତନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନଗର ବନ୍ଧୁ ଉପାଧିପ୍ରାପ୍ତ…

ବିକ୍ରମ ପାଣି ଙ୍କ ଏକାଦଶାହ ରେ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ସ୍ୱର୍ଗତଃ ବିକ୍ରମ କେଶରୀ ପାଣିଙ୍କ ଏକାଦଶାହ ଅବସରରେ ତାଙ୍କର ରାମେଶ୍ବରପୁର ବାସଭବନ ଠାରେ ଆସୋସିଏସନ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ର ସାଧାରଣ…

କଳାକାର ଭତ୍ତା କୋଟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରିବାକୁ ଦେବାଶିଷଙ୍କ ଦାବି 

ଢେଙ୍କାନାଳ :  ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲା ଦ୍ୱୟର କୋଟା ସଂଖ୍ୟା ୪ ହଜାର ଲେଖାଏଁକୁ ବୃଦ୍ଧି କରିବା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…

ତହସିଲଦାରଙ୍କ ଦବଙ୍ଗଗିରି : ଜଣେ ଦଳିତ ଦିନମଜୁରିଆ ଯୁବକକୁ କୋଣାର୍କ ଥାନାରେ ବସାଇଛନ୍ତି

କୋଣାର୍କ : କୋଣାର୍କରେ ଆଜି ଦେଖିବାକୁ ମିଳିଛି ତହସିଲଦାରଙ୍କ ଦବଙ୍ଗଗିରି । ବିଶେଷ କାରଣ ନଥାଇ ଜଣେ ଦିନମଜୁରିଆ ଦଳିତ ଯୁବକକୁ କୋଣାର୍କ ଥାନାରେ ବସାଇଛନ୍ତି ତହସିଲଦାର । କାମକରୁଥିବା ବେଳେ ପୋଲିସ ଗାଡିରେ ସମ୍ପୃକ୍ତ ଯୁବକକୁ ଜଣେ କୁଖ୍ୟାତ ଅପରାଧୀ ଭାବେ ଉଠାଇ ଆଣିଲେ ତହସିଲଦାର । ବିନା…

ଡିମ୍ପଲ ଙ୍କ ପରେ ମାଧବୀ: ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପୁଣି ଆଉ ଜଣେ ମହିଳା

ଢେଙ୍କାନାଳ: ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପୁଣି ଆଉ ଜଣେ ମହିଳା । ଢେଙ୍କାନାଳ ଜିଲ୍ଲା ମହ୍ଲାରସାହି ନିକଟରେ ୨୫ ବର୍ଷର ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ମାଧବୀଙ୍କ ଅଭିଯୋଗ ମୁତାବକ ସେ ୧୯୯୫ ମସିହାରେ ମହିନ୍ଦ୍ର…

କୋଇଲା ଖାଦାନ୍ ରେ ନିଯୁକ୍ତି ନାହିଁ, ସଂସଦରେ ଉପସ୍ଥାପନ କଲେ ମହେଶ ସାହୁ

ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର ଅଂଚଳରେ ମହାନଦୀ କୋଲ୍ ଫିଲ୍ଡ ଲିଃ କୋଇଲା ଖଣି ଖାଦାନ ଉତ୍ପାଦନ କରିବାରେ ବର୍ଦ୍ଧିତ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦେଶରେ କୋଇଲା ଉତ୍ପାଦନ ହେଉଥିବା ଖାଦାନ ଗୁଡିକ ମଧ୍ୟରୁ ତାଳଚେର ଅଂଚଳରୁ ୩୦% କୋଇଲା ଉତ୍ପାଦିତ ହେଉଅଛି । ସଂସଦର…

ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା ପରିପୁଷ୍ଟ କରିବାରେ ମାତୃଭାଷାର ମାଟି ସହିତ ସଂପର୍କ ଘନିଷ୍ଠ…

କୋଣାର୍କ: ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ଭାବର ବାହକ ସାଜିଥିବା ତୁଣ୍ଡର ଭାଷା ତଥା ତହିଁରୁ ସୃଷ୍ଟ ସାହିତ୍ୟ ସଂପୃକ୍ତ ଜାତିର ସଂସ୍କୃତିର ବାହକ । ଭାଷା ତଥା ସାହିତ୍ୟରେ ଜନ୍ମମାଟିର ସୁଗନ୍ଧ ସୁରକ୍ଷିତ ନ ରହିପାରିଲେ, ସଂପୃକ୍ତ ଜାତି ନିଜର ମୌଳିକ ପରିଚୟ ଓ…

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

କୋଣାର୍କ : କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୧୯ ତାରିଖ ଠାରୁ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନମ୍ବର ୱାଡର ନଳକଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ସପ୍ତଦିବସୀୟ +୨ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିରର ।…

ଚୈଧୁରୀ ମଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଗୁଡିଆକାଟେଣି : ଓଡ଼ାପଡ଼ା ବ୍ଲକ ଗୁଡିଆକାଟେଣି ଛକ ନିକଟରେ ଥିବା ଏକ ଚୈଧୁରୀ ମଲ ତରଫରୁ  କିଛି ଅସହାୟ ଗରିବ ବ୍ୟକ୍ତି ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନା ମୂଖ୍ୟ ଅତିଥି…