Take a fresh look at your lifestyle.
Browsing Category

ପ୍ରମୁଖ ଖବର

କୋଇଲା ଖାଦାନ୍ ରେ ନିଯୁକ୍ତି ନାହିଁ, ସଂସଦରେ ଉପସ୍ଥାପନ କଲେ ମହେଶ ସାହୁ

ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର ଅଂଚଳରେ ମହାନଦୀ କୋଲ୍ ଫିଲ୍ଡ ଲିଃ କୋଇଲା ଖଣି ଖାଦାନ ଉତ୍ପାଦନ କରିବାରେ ବର୍ଦ୍ଧିତ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦେଶରେ କୋଇଲା ଉତ୍ପାଦନ ହେଉଥିବା ଖାଦାନ ଗୁଡିକ ମଧ୍ୟରୁ ତାଳଚେର ଅଂଚଳରୁ ୩୦% କୋଇଲା ଉତ୍ପାଦିତ ହେଉଅଛି । ସଂସଦର…

ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା ପରିପୁଷ୍ଟ କରିବାରେ ମାତୃଭାଷାର ମାଟି ସହିତ ସଂପର୍କ ଘନିଷ୍ଠ…

କୋଣାର୍କ: ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ଭାବର ବାହକ ସାଜିଥିବା ତୁଣ୍ଡର ଭାଷା ତଥା ତହିଁରୁ ସୃଷ୍ଟ ସାହିତ୍ୟ ସଂପୃକ୍ତ ଜାତିର ସଂସ୍କୃତିର ବାହକ । ଭାଷା ତଥା ସାହିତ୍ୟରେ ଜନ୍ମମାଟିର ସୁଗନ୍ଧ ସୁରକ୍ଷିତ ନ ରହିପାରିଲେ, ସଂପୃକ୍ତ ଜାତି ନିଜର ମୌଳିକ ପରିଚୟ ଓ…

କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

କୋଣାର୍କ : କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୧୯ ତାରିଖ ଠାରୁ କୋଣାର୍କ ଏନଏସି ଅନ୍ତର୍ଗତ ୧୧ନମ୍ବର ୱାଡର ନଳକଣ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ସପ୍ତଦିବସୀୟ +୨ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିରର ।…

ଭାରତ ସ୍କାଉଟ ଓ ଗାଇଡ୍ସର ରକ୍ତଦାନ ଶିବିର , ୭୬ ୟୁନିଟ ରକ୍ତ ସଂଗୃହିତ

ଢେଙ୍କାନାଳ : ଭାରତ ସ୍କାଉଟ ଓ ଗାଇଡ ଢେଙ୍କାନାଳ ଶାଖା ପକ୍ଷରୁ ରକ୍ତଦାନ ଶିବିର ଲକ୍ଷ୍ମୀଧର ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସହାୟତାରେ ଆୟୋଜିତ ଏହି ଶିବିରରେ ଏକ ରେକର୍ଡ ସଂଖ୍ୟକ ୭୬ ୟୁନିଟ ରକ୍ତ ସଂଗୃହିତ ହୋଇଛି ।…

ଦୁର୍ଗମ ଅଂଚଳ ଏକୁଲ-ସେକୁଲ ଓ ପୁଟିପାଳ ଗାଁକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ-ଜିଲ୍ଲାପାଳ

ଢେଙ୍କାନାଳ: “ଜିଲ୍ଲାର ଅପହଂଚ ଇଲାକାରେ ଉନ୍ନୟନ ଯୋଜନା” ଆଧାରରେ ଅପହଂଚ ଗ୍ରାମ ଗୁଡିକୁ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି କ୍ରମରେ ଗତ ଶନିବାର ଦିନ ଜିଲ୍ଲାପାଳ ସରୋଜ କୁମାର ସେଠି କଙ୍କଡ଼ାହାଡ଼…

କ୍ରସ୍ ବାରିଅର ନଥିବାରୁ ଦୁର୍ଘଟଣା , ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳଙ୍କ ଦୃଷ୍ଟି ପଡ଼ୁ

ଢେଙ୍କାନାଳ  : ଢେଙ୍କାନାଳ ସଦର ଥାନାର ତରଭା ଫାଣ୍ଡି ଅନ୍ତର୍ଗତ ବରହତା ଗାଁ ନିକଟ ପୂର୍ତ ବିଭାଗ ରାସ୍ତାକଡ଼ ବିଲରେ ପଡି ଜଣେ ଯୁବକର ମୃତ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି, ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆତିଣ୍ଡା ଗ୍ରାମର ବଳରାମ ବେହେରା(୨୫) ବୋଲି ଜଣାପଡିଛି । ପ୍ରକାଶ ଯେ, ରବିବାର…

ଇ-ଟେକ୍ ଆବାସିକ ମହାବିଦ୍ୟାଳୟ: ରୋଜାଲିନ୍,ମଳୟ ମଞ୍ଜରୀଙ୍କ ସଫଳତା

ଢେଙ୍କାନାଳ : ଉକ୍ରଳ ବିଶ୍ୱ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଇ-ଟେକ୍ ଆବାସିକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରୀ ରୋଜାଲିନ୍ ବେହେରା ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପିଙ୍ଗୁଆର ଶୈଳବାଳା ବେହେରା ଓ ଯୁଗଳ କିଶୋର ବେହେରାଙ୍କ ସୁକନ୍ୟା । ସେହିପରି…

ଜାଗର ଯାତ୍ରା, ଶିବ ବିବାହ, ମହାଷ୍ଟମୀ ଆଦି ମୁଖ୍ୟ ପର୍ବ ପାଇଁ ଅନୁଦାନ ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଡ଼ନାଗେନାସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦର ଏକ ବୈଠକ ରବିବାର ଦିନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମନ୍ଦିରର ବର୍ଷାଦିନେ ଜଳ ନିଷ୍କାସନ, ଯଜ୍ଞମଣ୍ଡପ ନିର୍ମାଣ, ବିବାହ ମଣ୍ଡପ ନିର୍ମାଣ ସହ ପାର୍କ…

ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ,ଫୋକସ୍-ପଂଚାୟତ ନିର୍ବାଚନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର,…

ଢେଙ୍କାନାଳ ସ୍ୱୟଂଶାସିତ କଲେଜ ଗଣିତ ବିଭାଗର ବାର୍ଷିକ ପାଠଚକ୍ର

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗଣିତ ବିଭାଗର ବାର୍ଷିକ ପାଠଚକ୍ର ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଜୀବନରେ ଗଣିତ ଓ କମ୍ପ୍ୟୁଟର…