Browsing Category
ପ୍ରମୁଖ ଖବର
ବର୍ଷା ଜଳ ସଂରକ୍ଷଣ ଓ ସଦବିନିଯୋଗ ଉପରେ କର୍ମଶାଳା
ଢେଙ୍କାନାଳ : ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଆନୁକୁଲ୍ୟରେ ଜିଲ୍ଲାର ଅଗ୍ରଣୀ ସେଛ୍ବାସେବୀ ଅନୁଷ୍ଠାନ ଶୋଭା ର ସହଯୋଗ ରେ ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ସଂପର୍କିତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଗ୍ରାମ୍ଯ…
କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଘରୋଇ ହସ୍ପିଟାଲ ପରିଦର୍ଶନ
ଭବାନୀପାଟଣା (ହିମାଂଶୁ ତ୍ରିପାଠୀ ): ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍ , ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ଭ ବାନୀପାଟଣା ସହର ସ୍ଥିତ ମା ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ , ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟ…
ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନାହିଁ
ଢେଙ୍କାନାଳ : ଢେଙ୍କାନାଳ ଜିଲାର ମୋଟ୍ ୮ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସଂରକ୍ଷଣ ପଦବୀ ତାଲିକା ପ୍ରକାଶ ପାଇଛି । ନୂତନ ତାଲିକାରେ ଅନୁସୂଚିତ ଜାତି ପାଇଁ ୨ଟି ଏବଂ ୬ଟି ଅଣସଂରକ୍ଷିତ ରହିଛି । ସେଥିମଧ୍ୟରୁ ଗୋଟିଏ ପଦବୀରେ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ…
ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ
ଢେଙ୍କାନାଳ : ଢେଙ୍କାନାଳ ସଦର ପଞ୍ଚାୟତ ସମିତିର ୩୦ଟି ପଞ୍ଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ତାରିଖ ସୁଧା ସଂରକ୍ଷଣରେ ଥିବା ତୃଟି ବିଚ୍ୟୁତିକୁ ନେଇ ଆପତି ଅଭିଯୋଗ ଗ୍ରହଣ କରାଯିବ । ଆପତି ଅଭିଯୋଗର ଶୁଣାଣୀ କରାଯାଇ ଆସନ୍ତା…
ରାଧାଦେଇପୁର କପ କ୍ରିକେଟ, ବିବିସିସି 175 ରନରେ ବିଜୟୀ
ଢେଙ୍କାନାଳ :ଢେଙ୍କାନାଳ ସଦର ବ୍ଲକ ରାଧାଦେଇପୁର ଗ୍ରାମରେ 31 ତମ ରାଧାଦେଇପୁର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଆୟୋଜକ ବିବିସିସି ରାଧାଦେଇପୁର ବିଜୟୀ ହୋଇଛି | ରାଧାଦେଇପୁର ପ୍ରଥମେ ବ୍ୟାଟିଂ କରି ଦୁଷ୍ମନ୍ତ ମିଶ୍ରଙ୍କ 34 ବଲରେ 108 ଓ ଭେଙ୍କଟେଶ ତ୍ରିପାଠୀଙ୍କ 46 ବଲରେ 173…
ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ
ଭୁବନ (ରାଜ କିଶୋର ରାଉତ): ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟର ଛାତ୍ରୀ ନିବାସ ର ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ…
ALL GOI SCHEMES, POSTAL FACILITIES SHOULD TOUCH ALL VILLAGES IN DHENKANAL :COLLECTOR
DHENKANAL(Biranchi Narayan Seth) : District Administration is open for Postal department to work for people even in remote villages of the district . Postal department has more space to carry Government of India schemes and postal…
ଆନ୍ତର୍ଜାତୀୟ ଏକତା ଏବଂ ଅଖଣ୍ଡତାର ପ୍ରତୀକ ହେଉଛି କାଦିଆନର ବାର୍ଷିକ ସମ୍ମିଳନୀ
ସୋଲାପୁର(ଅନସାର୍ ଅଲୀ ଖାଁ) : ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ୧୨୬ତମ ତିନି ଦିବସୀୟ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିନ ୨୫ ଡିସେମ୍ବର ୨୦୨୧ ରେ କାଦିଆନ (ପଞ୍ଜାବ) ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର ସମ୍ମିଳନୀରେ ଅହମ୍ମଦିଆ ମୁସଲିମ ଜମାତର ବିଶ୍ୱ ଖଲିଫା ହଜରତ ମିର୍ଜା…
PADDY PROCUREMENT BEGINS IN DHENKANAL
DHENKANAL(BY B N SETH): Paddy procurement began at Rainarshingpur village Mandi in Kamakshyanagar on Monday . Collector Saroj kumar Sethi inaugurated the first day of paddy procurement . On the first day PACs collected 352.87 quintals…
ଉତ୍କଳ ରଙ୍ଗମଞ୍ଚ ରେ ଆୟୋଜିତ ହେଲା ସପ୍ତମ ସପ୍ତଶଯ୍ୟା ମହୋତ୍ସବ
ଭୁବନେଶ୍ୱର : ରାଜ୍ୟ ର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ଦେବଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତମ ଥର ପାଇଁ ଓଡିଶାର ଲୋକ ପ୍ରିୟ ଉତ୍ସବ ସପ୍ତଶଯ୍ୟା ମହୋତ୍ସବ ପାଳିତହେଲା ନଭସଂଚରୀ ସଂଯୋଗରେ। ଯାହା ଦ୍ଵାରା ଫେସବୁକ , ୟୁଟୁବ ଓ ଇନଷ୍ଟାଗ୍ରାମ ମାଧ୍ୟମ ରେ ହଜାର ହଜାର ଦର୍ଶକ ଏହି…