Browsing Category
ପ୍ରମୁଖ ଖବର
ମାର୍ଚ୍ଚ ୨୦ ରେ ହେବ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ
କୋଣାର୍କ : ଓଡ଼ିଶାର ପ୍ରଥିତଯଶା ନୃତ୍ୟଗୁରୁ ସ୍ୱର୍ଗୀୟ ପଦ୍ମଶ୍ରୀ ଡଃ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରତିଷ୍ଠିତ ହୋଇଥିବା କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ୩୬ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ଆସନ୍ତା ମାର୍ଚ୍ଚ ମାସର ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି କୋଣାର୍କ…
ଏକତାଳିରେ ଦେବଶ୍ରୀ ଓ ଝିଲ୍ଲୀପ୍ରଭା ଙ୍କ ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତରେ ଚଳିତ ଥର ସରପଂଚ ପଦବୀ ମହିଳା ଙ୍କ ନିମନ୍ତେ ସଂରକ୍ଷଣ ରହିଛି । ଝିଲ୍ଲୀପ୍ରଭା ବେହେରା (ଖୋଲାବହି ) , ଦେବଶ୍ରୀ ଦାସ (ମାଛ) ଓ ରେଖାରାଣୀ ସାମଲ (ସୂର୍ଯ୍ୟ) ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଶାସକ ବିଜୁ ଜନତା ଦଳ ସମର୍ଥôତ…
ବିଜେଡି-ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ,ମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା
ଭୁବନ: ଭୁବନ ବ୍ଲକ ର ୨ ନମ୍ବର ଜୋନ ଟି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଜୋନ ଟି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି ।
ଦୟଣାବିଲି , ସୁପ୍ରତାପପୁର , ଗଡନୃସିଂହପ୍ରସାଦ, ବାରୁଆଁ ,…
ନିହଲପ୍ରସାଦ: ୪ଟି ବୁଥରେ ହେବ ସାନି ମତଦାନ
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମ ପଂଚାୟତର ୨, ୬, ୭,୧୧ ଆଦି ୪ଟି ବୁଥରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
କମିଶନଙ୍କ ବିଜ୍ଞପ୍ତି ଆଧାର ରେ ଜିଲାପାଳ ସରୋଜ କୁମାର ସେଠୀ…
ସାମ୍ବାଦିକଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ସମ୍ବଲପୁର: ଗତକାଲି ବୁଧବାର ଦିନ କଣାସ ଠାରେ ଦୁଇ ଜଣ ସାମ୍ବାଦିକଙ୍କ ଉପରେ ଅହେତୁକ ଆକ୍ରମଣକୁ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି ।
ଆଜି ଜିଲ୍ଲା ପ୍ରଶାସନ ଜରିଆରେ ଏସମ୍ପର୍କରେ ଏକ ସମ୍ମିଳିତ ଦାବିପତ୍ର ଓଡ଼ିଶା ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି ।…
ମହୀମା ଧର୍ମ ପ୍ରଚାରକ ଙ୍କ ପରଲୋକ
ଢେଙ୍କାନାଳ(ସର୍ବେଶ୍ୱର ମଲ୍ଲିକ): ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମ ପଞ୍ଚାୟତର ଜହ୍ନି ତାଏଲା ଗ୍ରାମ ର ପୁରୁଷୋତ୍ତମ ନାୟକ ଙ୍କ ର ନିଜ ବାସ ଭବନ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଂକୁ ୯୬ ବର୍ଷ ହୋଇ ଥିଲା।
ଅନ୍ତିମ ସମୟ ରେ ତାଙ୍କର ଚାରି ପୁତ୍ର ପୁତ୍ର ବଧୂ ନାତି…
ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ ପଂଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥôତ ସରପଂଚ ପ୍ରାର୍ଥୀ ପ୍ରବୋଧ ଦାସ ଓ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଙ୍କ ଜୋରଦାର ପ୍ରଚାର ଚାଲିଛି ।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାସ ଚଳିତ ଥର ସରପଂଚ ପ୍ରାର୍ଥୀ ହୋଇଛନ୍ତି । ଏହା…
ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା
ଭୁବନ : ଭୁବନ ବ୍ଲକର ୧ ଜୋନ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ତିଳୋତମା ଚୌଧୁରୀ ପ୍ରଚାର କରିଛନ୍ତି ।
ଜିଲ୍ଲା ପରିଷଦ ପ୍ରାର୍ଥôନୀ ଏହା ପୂର୍ବରୁ ମାର୍ଥାପୁର ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ…
ଦିନକ ପରେ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା
ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମା ମେଳା ଆସନ୍ତା ୧୫ତାରିଖ ଠାରୁ ଆରମ୍ଭ ହେବ ।୧୪୯ ତମ ମହିମା ମେଳା ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ମେଳା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସରକାରଙ୍କ ନିୟମ ତଥା ଜିଲ୍ଲା ପ୍ରଶାସନ ର…
‘ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ’
ଢେଙ୍କାନାଳ: ରେଡିଓ ପ୍ରତି ଲୋକଙ୍କ ବିଶ୍ୱାସ ଆଜି ବି ଅତୁଟ ରହିଛି । ସବୁ ସମୟରେ, ସବୁ ପରିସ୍ଥିତିରେ ଏହା ଲୋକଙ୍କ ସୁଖ ଦୁଃଖର ସାଥୀ ହେଇ ରହିଛି ବୋଲି କହିଛନ୍ତି ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଅଖିଲ ମିତ୍ତଲ ।
ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଏବଂ ରେଡିଓ…