Browsing Category
ରାଜ୍ୟ ଖବର
ଉତ୍କଳ ରଙ୍ଗମଞ୍ଚ ରେ ଆୟୋଜିତ ହେଲା ସପ୍ତମ ସପ୍ତଶଯ୍ୟା ମହୋତ୍ସବ
ଭୁବନେଶ୍ୱର : ରାଜ୍ୟ ର ପ୍ରମୁଖ ନୃତ୍ୟ ଅନୁଷ୍ଠାନ ଦେବଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତମ ଥର ପାଇଁ ଓଡିଶାର ଲୋକ ପ୍ରିୟ ଉତ୍ସବ ସପ୍ତଶଯ୍ୟା ମହୋତ୍ସବ ପାଳିତହେଲା ନଭସଂଚରୀ ସଂଯୋଗରେ। ଯାହା ଦ୍ଵାରା ଫେସବୁକ , ୟୁଟୁବ ଓ ଇନଷ୍ଟାଗ୍ରାମ ମାଧ୍ୟମ ରେ ହଜାର ହଜାର ଦର୍ଶକ ଏହି…
ରାଜ୍ୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଢେଙ୍କାନାଳର ୨୧ ଖେଳାଳୀ ମନୋନିତ
ଢେଙ୍କାନାଳ: ଆମେଚର ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଢେଙ୍କାନାଳ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତିନ୍ନ ହୋଇଥିବା ଗୁରୁଦେବଜୀ ଏକାଡେମୀର ୨୧ ପ୍ରତିଯୋଗୀ ଆଜି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବ୍ରହ୍ମପୁର ଗସ୍ତ କରିଛନ୍ତି । ମନୋନିତ ପ୍ରତିଯୋଗୀମାନଙ୍କୁ…
ଅନୁଗୋଳ-ପୁରୀ ମେମୁ ଅନୁଗୋଳ ଯାଉନଥିବାରୁ କ୍ଷୋଭ
ଢେଙ୍କାନାଳ: ଦଧିବାମନ ମଠ ପ୍ରାଙ୍ଗଣରେ ଏକ ଢେ଼ଙ୍କାନାଳ-ଅନୁଗୋଳ ପାସେଞ୍ଜର ଆସୋସିଏସନ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ,ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଏହି ସଭା କର୍ଯ୍ୟଟି…
ଗର୍ଭଣା ମାଈ ହାତୀ ର ମୃତ୍ୟୁ, କାରଣ ଅସ୍ପଷ୍ଟ
ଢେଙ୍କାନାଳ : ଗଁଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ | ପୁଣି ଆଜି ଆଉ ଏକ ଗର୍ଭଣା ହାତୀର ମୃତ ଦେହ ଠାବ କରାଯାଇଛି | ଗତକାଲି ରାତିରେ ଅଉ ଏକ ଗର୍ଭଣି ମାଈହାତୀଟି ଛୁଆ ଜନ୍ମ କରି ନପାରି ଧନିଆନାଲି ପାଳଗଣ୍ଡୁଆ ଦେଇ ଯାଇଥିବା ଜଙ୍ଗଲ ରାସ୍ତା ର ଜରିଟାଙ୍ଗର ନିକଟରେ…
ଘରୋଇ ଓ ଇଂରାଜୀ ମାଧ୍ୟମ ସ୍କୁଲ୍ ପରିଚାଳନା ଓ ଫି ନିର୍ଦ୍ଧାରଣ ପାଇଁ ଦୃଢ ନିୟନ୍ତ୍ରଣ ଆଇନ୍ ଦାବି
ଭୁବନେଶ୍ୱର : ସ୍ଥାନୀୟ ଲୋହିଆ ଏକାଡ଼େମୀ ଠାରେ ସର୍ବଭାରତୀୟ ଅଭିଭାବକ ସଂଘ (ଆଇପା) ତରଫରୁ ଡ. ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷାବିତ୍, ଶିକ୍ଷକ ସଂଘ, ଅଭିଭାବକ ଓ ଶିକ୍ଷା ଅଧିକାରର କର୍ମୀମାନଙ୍କର ଏକ ମିଳିତ ରାଜ୍ୟସ୍ତରୀୟ ବୈଠକରେ ଆଇପା ଦ୍ୱାରା…
୨୭ରେ ରାଜ୍ୟସ୍ତରୀୟ ବିଶାଳ ପାଇକ ସମାବେଶ
ଭୁବନେଶ୍ୱର :ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀ ବିଧାୟକ…
ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପିକନିକ ସ୍ପଟ ସହ ଧର୍ମାନୁଷ୍ଠାନ ପରିସର ରେ ଜାରି କରାଗଲା ୧୪୪ ଧାରା
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରମୁଖ ଧର୍ମାନୁଷ୍ଠାନ ସପ୍ତସଯ୍ୟା ଏବଂ କପିଳାସ, ଦଣ୍ଡାଧର, ଦଦରାଘାଟି ଡ୍ୟାମ ସହିତ ସଂଲଗ୍ନ ପରିସର ସହ ପିକ୍ନିକ୍ ସ୍ପଟ ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି କଟକଣା। ଚଳିତ ମାସ ପଚିଶ ତାରିଖରୁ ଆସନ୍ତା ଜାନୁଆରୀ ଦୁଇ ତାରିଖ…
ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ(ଓବିସି) ପାଇଁ ରହିଥିବା ଆସନ ସଂରକ୍ଷଣ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର
କଟକ : ପଞ୍ଚାୟତ ନିର୍ବାଚନରେ ପାଇଁ ରହିଥିବା ଆସନ ସଂରକ୍ଷଣ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର କରାଯିବ। ଏ ନେଇ ସାନି ସଂରକ୍ଷଣ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିବେ। ଚୂଡ଼ାନ୍ତ ତାଲିକା ପ୍ରଦାନ ପରେ ଏ ନେଇ ସାନି ବିଜ୍ଞପ୍ତି ଜାରି କରାଯିବ। ପୂର୍ବରୁ ପ୍ରସ୍ତୁତ ତାଲିକାରେ ତ୍ରୁଟି…
ବଢ଼ିବ ବୀମା, ସାମ୍ବାଦିକଙ୍କୁ ମିଳିବ ପେନ୍ସନ୍: ମାନସ ମଙ୍ଗରାଜ
ଭୁବନେଶ୍ୱର: ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରାଯିବା ସହ ପେନ୍ସନ୍ ଓ ଅନ୍ୟାନ୍ୟ…
ଶକ୍ତି ଟିଭି ର ରାଜ୍ୟସ୍ତରୀୟ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
ଭବାନୀପାଟଣା : ଭବାନୀପାଟଣା ଅମଲା ଭବନ ପୁରୁଣା ବସଷ୍ଟାଣ୍ଡଠାରେ ଓଡ଼ିଶାର ଏକ ଅଗ୍ରଣୀ ତଥା ନିର୍ଭୀକ ଓ ନିରପେକ୍ଷ ଖବର ପ୍ରସାରଣ କରୁଥବା ଶକ୍ତି ଟିଭି ର ପ୍ରଥମ ରାଜ୍ୟସ୍ତରୀୟ ସ୍ଵନକ୍ଷେତ୍ର ଉତ୍ସବ ବହୁ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ଟିକଓ ଶକ୍ତି ଟିଭି ର ମୁଖ୍ୟ ସମ୍ପାଦକ…