Take a fresh look at your lifestyle.
Browsing Category

ରୂପରେଖ ସ୍ପେଶାଲ

ଜିଲ୍ଲାପାଳ ଙ୍କ ବଦଳି ନେଇ ମନ୍ତ୍ରୀ, ସାଂସଦ ଅଡ଼ି ବସିବା ଚର୍ଚ୍ଚା 

ଢେଙ୍କାନାଳ (ମଦନ ମୋହନ ଶତପଥି ):ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ବଦଳି ପାଇଁ ମନ୍ତ୍ରୀ, ସାଂସଦ ରାଜ୍ୟ ସରକାର ଙ୍କ ନିକଟରେ ଅଡ଼ି ବସିବା ନେଇ ଢେଙ୍କାନାଳ ରେ ଚର୍ଚ୍ଚା ଜୋର ଧରିଛି |ଦୁଇ ରୁ ପାଞ୍ଚ ଦିନ ଭିତରେ ଏ ନେଇ ନିର୍ଦେଶ ଆସିପାରେ ବୋଲି କିଛି ଲୋକ କହି…

ମହିଳାଙ୍କ ପ୍ରତି ବର୍ଦ୍ଧିତ ଅତ୍ୟାଚାର ବିରୁଦ୍ଧରେ ବିଜେପିର ନିଷ୍କ୍ରିୟତା ପାଇଁ ଆମ୍ ଆଦମୀ ପାର୍ଟିର ନନ୍ଦା

ଢେଙ୍କାନାଳ: ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଅନ୍ୟତମ ରାଜ୍ୟ ସମ୍ପାଦକ ସୋସିଆଲ…

ମୋଦି ସରକାର ଏବଂ ବିଜେପିର ମୂଳପିଣ୍ଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭାରତର ସମ୍ବିଧାନକୁ ବିଶ୍ୱାସ କରେ ନାହିଁ

ଢେଙ୍କାନାଳ : ପିସିସି ସଭାପତି  ଭକ୍ତ ଚରଣ ଦାସ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଚାଲିଥିବା "ସମ୍ବିଧାନ ବଂଚାଅ' ପଦଯାତ୍ରାରେ ସାମିଲ ହୋଇଥିଲେ  । ଆଜି ଅପରାହ୍ନରେ ଢେଙ୍କାନାଳ ସହରରେ ଜିଲ୍ଲାର ଗୈାରବ  ବୀର ସହିଦ ବାଜି ରାଉତଙ୍କ…

ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ

ଦୃଷ୍ଟି ଦେବତାମାନଙ୍କ ଶିଳ୍ପୀ । ସେ ଇନ୍ଦ୍ରଙ୍କ ବଜ୍ର ନିର୍ମାଣ କରିଥିଲେ । ସେହି ବଜ୍ରଦ୍ଵାରା ଇନ୍ଦ୍ର ବଧ କରିଥିଲେ ବୃତ୍ତକୁ । ଋଗ ବେଦରେ କୁହାଯାଇଛି, ଦୃଷ୍ଟା କ୍ରିୟାକୁଶଳ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାପେକ୍ଷା କର୍ମଠ । ସେ ଅତି ସୁନ୍ଦର ପାନପତ୍ରଗୁଡ଼ିକ ଦେବତାମାନଙ୍କ ପାଇଁ ପ୍ରସ୍ତୁତ…

ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ଓ ବିଶ୍ୱକର୍ମାସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ନିର୍ମାଣ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ ରାଜା ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ନାନା ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଅଣାଇ କାମରେ ଲଗାଇଥିଲେ କିନ୍ତୁ ସେମାନଙ୍କ ନିହାଣ…

୩୦ ବର୍ଷ ଧରି ଝାଲ ମୁଢି ବିକୁଛନ୍ତି  ଗଗନ

ଢେଙ୍କାନାଳ - ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଭୁବନ ବ୍ଳକ ଅନ୍ତର୍ଗତ ଏକତାଳି ପଞ୍ଚାୟତ ମଣିପୁର ଶାସନ ଗ୍ରାମରେ ଗଗନ ବିହାରୀ ଦେହୁରୀଙ୍କ ଘର। ସେ ଦୀର୍ଘ ୩୦ ବର୍ଷ ହେଲା ଢେଙ୍କାନାଳ ଜିଲ୍ଲା ସମେତ ବିଭିନ୍ନ ସ୍କୁଲ, କଲେଜ, ଫ୍ଲାଟଫର୍ମ ,ବସଷ୍ଟାଣ୍ଡ, ଟ୍ରେନ୍‌ ଷ୍ଟେସନ ଓ…

ଯାହା ଦେଖେ ତାହା ଲେଖେ

2014 ମସିହା ରେ ଦିଲ୍ଲୀର ବିଜ୍ଞାନ ଭଵନ ଠାରେ କମ୍ୟୁନିଟି ରେଡ଼ିଓ ସମ୍ମିଳନୀ ହେଉଥାଏ l ମୁଁ ଫୁଲବାଣୀ ର ରେଡ଼ିଓ ମୁସ୍କାନ director ହିସାବରେ ଯାଇଥାଏ l bbsr ର SOA ରେଡ଼ିଓ ର director ଭାବରେ ଋଷି ପଟ୍ଟନାୟକ ବି ଯାଇଥାଏ l ପୁରସ୍କାର ଘୋଷଣା ହେଲା l 3 rd prize...2nd prize ଘୋଷଣା…

ଖୁଦୁରୁକୁଣୀ ଓଷା

ଖୁଦୁରୁକୁଣୀ ଓଷା : ଆସନ୍ତା କାଲି ଓଡ଼ିଆ ଅବିବାହିତ ଝିଅ ମାନେ ନିଜ ନିଜ ଭାଇମାନଙ୍କ କଲ୍ୟାଣ ପାଇଁ ଦେବୀ ମଙ୍ଗଳା ଙ୍କୁ ଆରାଧନା କରି ଚଳିତ ସପ୍ତାହ ପବିତ୍ର ପାରମ୍ପାରିକ ଖୁଦୁରୁକୁଣୀ ଓଷା ପାଳନ କରିଥାଆନ୍ତି, ଖୁଦୁରୁକୁଣୀ ଓଷା ର ଓଡ଼ିଶା ସହିତ ଏକ ସାମାଜିକ-ସାଂସ୍କୃତିକ ସମ୍ପର୍କ ରହିଛି |…

ସାଇବାବା କ’ଣ ଥିଲେ ?

ଶ୍ରୀ ଗଣେଶ ଭଗବତୀ ସରସ୍ୱତୀ ତଥା ଗୁରୁ ମହାରାଜଙ୍କ ଚରଣରେ ମୋର ସାଷ୍ଟାଙ୍ଗ ପ୍ରଣାମ । ପୁଣି ମୋର କୁଳ ଦେବତା ଶ୍ରୀ ସୀତା-ରାମଚନ୍ଦ୍ରଙ୍କ ଶ୍ରୀଚରଣରେ ମୋର ସାଷ୍ଟାଙ୍ଗ ନମନ । ଶେଷରେ ଶ୍ରୀ ସଚ୍ଚିଦାନନ୍ଦ ସଦ୍ଗୁରୁ ଶ୍ରୀ ସାଇନାଥ ମହାରାଜଙ୍କ ଚରଣରେ ନତ-ମସ୍ତକ ହୋଇ ତାଙ୍କର ସ୍ତୁତି କରୁଛି ।…

ବିଜେପି ର ଭ୍ରଷ୍ଟାଚାର ହଟାଅ ଅଭିଯାନ: ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖର ଧାରଣା

ଢେଙ୍କାନାଳ : ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବଣସିଂହ ମଣ୍ଡଳ ବିଜେପି ର ହନୁମାନ ମନ୍ଦିର ଠାରୁ ବିକ୍ଷୋଭ ଶୋଭାଯାତ୍ର ବାହାରି ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖର ଧାରଣା ମଣ୍ଡଳ ସଭାପତି ମନୋଜ ବାରିକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ…