Browsing Category
ରାଜନୀତି
ଏକତାଳିରେ ଦେବଶ୍ରୀ ଓ ଝିଲ୍ଲୀପ୍ରଭା ଙ୍କ ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତରେ ଚଳିତ ଥର ସରପଂଚ ପଦବୀ ମହିଳା ଙ୍କ ନିମନ୍ତେ ସଂରକ୍ଷଣ ରହିଛି । ଝିଲ୍ଲୀପ୍ରଭା ବେହେରା (ଖୋଲାବହି ) , ଦେବଶ୍ରୀ ଦାସ (ମାଛ) ଓ ରେଖାରାଣୀ ସାମଲ (ସୂର୍ଯ୍ୟ) ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଶାସକ ବିଜୁ ଜନତା ଦଳ ସମର୍ଥôତ…
ବିଜେଡି-ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ,ମନ୍ତ୍ରୀଙ୍କ ପାଇଁ ଅଗ୍ନି ପରୀକ୍ଷା
ଭୁବନ: ଭୁବନ ବ୍ଲକ ର ୨ ନମ୍ବର ଜୋନ ଟି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଜୋନ ଟି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି ।
ଦୟଣାବିଲି , ସୁପ୍ରତାପପୁର , ଗଡନୃସିଂହପ୍ରସାଦ, ବାରୁଆଁ ,…
ନିହଲପ୍ରସାଦ: ୪ଟି ବୁଥରେ ହେବ ସାନି ମତଦାନ
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମ ପଂଚାୟତର ୨, ୬, ୭,୧୧ ଆଦି ୪ଟି ବୁଥରେ ଆସନ୍ତା ୨୩ ତାରିଖରେ ପୁନଃ ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
କମିଶନଙ୍କ ବିଜ୍ଞପ୍ତି ଆଧାର ରେ ଜିଲାପାଳ ସରୋଜ କୁମାର ସେଠୀ…
ଦିଘୀ ରେ ପ୍ରବୋଧ ଓ ମମତା ଙ୍କ ବିଶାଳ ରାଲି , ଜୋରଦାର ପ୍ରଚାର
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ ପଂଚାୟତରେ ଶାସକ ବିଜୁ ଜନତା ଦଳ ସମର୍ଥôତ ସରପଂଚ ପ୍ରାର୍ଥୀ ପ୍ରବୋଧ ଦାସ ଓ ସମିତିସଭ୍ୟା ପ୍ରାର୍ଥôନୀ ମମତା ମହାନ୍ତି ଙ୍କ ଜୋରଦାର ପ୍ରଚାର ଚାଲିଛି ।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାସ ଚଳିତ ଥର ସରପଂଚ ପ୍ରାର୍ଥୀ ହୋଇଛନ୍ତି । ଏହା…
ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ପ୍ରଚାର କଲେ ଜିଲ୍ଲା ମହିଳା ସମ୍ପାଦିକା
ଭୁବନ : ଭୁବନ ବ୍ଲକର ୧ ଜୋନ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥନୀ ସୁଭଦ୍ରା ପାତ୍ର ଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସମ୍ପାଦିକା ତିଳୋତମା ଚୌଧୁରୀ ପ୍ରଚାର କରିଛନ୍ତି ।
ଜିଲ୍ଲା ପରିଷଦ ପ୍ରାର୍ଥôନୀ ଏହା ପୂର୍ବରୁ ମାର୍ଥାପୁର ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ…
ଓଡିଶରେ ମୋହନ ମାହୁନ୍ତ ଙ୍କ ଜୋରଦାର ପ୍ରଚାର
ଭୁବନ: ଭୁବନ ବ୍ଲକ ଅନ୍ତର୍ଗତ ନବଗଠିତ ଓଡିଶ ପଂଚାୟତରେ ନିର୍ବାଚନ ବାତାବରଣ ଧିରେଧିରେ ଉସ୍ମ ହେଉଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି । ଅଣସଂରକ୍ଷିତଏହି ଆସନରେ ଚଳିତ ଥର ୪ ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ସେମାନଙ୍କ ମଧ୍ୟରୁ…
ମୃଦଙ୍ଗା : ପରିଣତ ବୟସରେ ସେବା କରିବାକୁ ନିର୍ବାଚନ ମଇଦାନରେ ଟିପ ମାଝୀ
ଭୁବନ : ଭୁବନ ବ୍ଲକର ମୃଦଙ୍ଗା ପଂଚାୟତ ଟି ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଓ ଉପାନ୍ତ ପଂଚାୟତ ଭାବେ ପରିଚିତ । ଅନୁସୂଚିତ ଜାତି ମହିଳା ଙ୍କ ପାଇଁ ସଂରକ୍ଷଣ ଥିବା ଏହି ପଂଚାୟତରେ ଚଳିତଥର ଚନ୍ଦ୍ରିକା ପାତ୍ର (ଖୋଲାବହି) , ଟିପ ମାଝୀ (ମାଛ) ଓ ବସନ୍ତ ମଂଜରୀ ତରାଇ (ସୂର୍ଯ୍ୟ) ଚିହ୍ନରେ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଗିଦ
ଢେଙ୍କାନାଳ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦୟାନିଧି ନାୟକ ଜିଲ୍ଲାର ସମସ୍ତ ସବ୍ଡ଼ିଭିଜନ୍ ଓ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀମାନଙ୍କର ଖର୍ଚ୍ଚକୁ ସମୀକ୍ଷା କରୁଛନ୍ତି । କୌଣସି ଜଣେ ହେଲେ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଖର୍ଚ୍ଚର…
ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ବିଶ୍ୱନାଥ
ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ୧ ନମ୍ବର ଜୋନ ରେ ଏବେ ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ବିଶ୍ୱନାଥ ଚିନରା । ସେ ଜଣେ ସୈାଖିନ ଭଜନ କଳାକାର ଭାବେ ବେଶ ଜଣାଶୁଣା ।
ଯଦିଓ କୈାଣସି ଭଜନ ସୋ କୁ ଯାଆନ୍ତି ନାହିଁ ନିଜେ ତାଙ୍କ ଗ୍ରାମ ର…
ନିର୍ବାଚନ ମୈଦାନରେ ବଡବାପା – ଝିଅ , ସାମ୍ବାଦିକ ସାଜିଲେ ସରପଂଚ ପ୍ରାର୍ଥୀ
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ବିଭିନ୍ନ କାରଣ ରୁ ସର୍ବଦା ଚର୍ଚ୍ଚାରେରହିଥାଏ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଏହି ପଂଚାୟତରେ ବାପ -ଝିଅ ପ୍ରାର୍ଥୀ ହୋଇଥିବା ବେଳେ ଜଣେ ଯୁବ ସାମ୍ବାଦିକ ମଧ୍ୟ ପ୍ରାର୍ଥୀହୋଇଛନ୍ତି ।
ଚଳିତଥର ବାଲିବୋ ପଂଚାୟତରେ ଗୋକୁଳାନନ୍ଦ ବାରିକ…