Browsing Category
ରାଜନୀତି
ଆଳତୁମା ଠାରେ ଅଣ୍ଡରପାସ ନିର୍ମାଣ ହେବ: ଶତୃଘ୍ନ ଜେନା
ଭୁବନ : ଢେଙ୍କାନାଳ ଜିଲ୍ଲା ଦେଇ ଜାତୀୟ ରାଜପଥ ୫୩ ଅନନ୍ତପୁର ଠାରୁ ପିତିରି ପର୍ଯ୍ୟନ୍ତ ଲମ୍ବିଛି । କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦର ଆଳତୁମା ଗ୍ରାମ ନିକଟରେ ଏକ ଭେହିକିଲ ଅଣ୍ଡରପାସ ନିମନ୍ତେ ଜନସାଧାରଣଙ୍କ ଦାବି ଉପସ୍ଥାପନା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶତୃଘ୍ନ ଜେନାଙ୍କ ଜରିଆରେ…
ମମିତା ମେହେର ପ୍ରସଙ୍ଗ ବିଜେପି ମହିଳା ମୋର୍ଚ୍ଚାର ରାଲି
ଢେଙ୍କାନାଳ: ମମତା ମେହେର ହତ୍ୟା ପ୍ରସଙ୍ଗ ରେ ଢେଙ୍କାନାଳ ଜିଲା ମହିଳା ମୋର୍ଚ୍ଚା ଆନେ୍ଦାଳନ କୁ ଓହ୍ଲାଇଛି । ଢେଙ୍କାନାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି…
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ, ଢେଙ୍କାନାଳ ବିଜେଡିର ପ୍ରସ୍ତୁତି ବୈଠକ
ଢେଙ୍କାନାଳ: ଆସନ୍ତା ୨୬ ତାରିଖ ଦିନ ଦଳର ୨୫ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟକ ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ । ଏଥିପାଇଁ ଢେଙ୍କାନାଲ ଜିଲ୍ଲାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସକୁ କିଭଳି ଭାବରେ ପାଳନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ବିଜେଡି ଜିଲ୍ଲା ସଭାପତି…
କୋଇଲା ଖାଦାନ୍ ରେ ନିଯୁକ୍ତି ନାହିଁ, ସଂସଦରେ ଉପସ୍ଥାପନ କଲେ ମହେଶ ସାହୁ
ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ତାଳଚେର ଅଂଚଳରେ ମହାନଦୀ କୋଲ୍ ଫିଲ୍ଡ ଲିଃ କୋଇଲା ଖଣି ଖାଦାନ ଉତ୍ପାଦନ କରିବାରେ ବର୍ଦ୍ଧିତ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦେଶରେ କୋଇଲା ଉତ୍ପାଦନ ହେଉଥିବା ଖାଦାନ ଗୁଡିକ ମଧ୍ୟରୁ ତାଳଚେର ଅଂଚଳରୁ ୩୦% କୋଇଲା ଉତ୍ପାଦିତ ହେଉଅଛି ।
ସଂସଦର…
ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ,ଫୋକସ୍-ପଂଚାୟତ ନିର୍ବାଚନ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜେପି ଚତୁର୍ଥ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର,…
ବିଜୁବାବୁଙ୍କ ପ୍ରତିମାକୁ ସଫକଲେ ଢେଙ୍କାନାଳ ସଚେତନ ନାଗରିକ ଫୋରମ କାର୍ଯ୍ୟକର୍ତ୍ତା
ଢେଙ୍କାନାଳ: ଅବହେଳିତ ବିଜୁବାବୁଙ୍କ ପ୍ରତିମାକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମର କାର୍ଯ୍ୟକର୍ତ୍ତା ଏକ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ବିଜୁବାବୁଙ୍କ ପ୍ରତିମାକୁ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଫା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ…
ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ, ଗଁଦିଆ ବ୍ଲକ ଏବଂ ପୌରାଞ୍ଚଳର ଅନେକ ସାଧାରଣ ଲୋକମାନେ କେଜ୍ରିୱାଲଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ଠାରେ ଦଳର ସଦସ୍ୟତା ଗ୍ରହଣ କରି ଦଳରେ ଯୋଗ ଦେଇଥିଲେ l ଜିଲ୍ଲା ଆବାହକ ପଙ୍କଜ ନାୟକ ଔପଢକନ ଦେଇ ଦଳରେ…
ଆମ୍ ଆଦମୀ ପାର୍ଟି ର ବୈଠକ
ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ସଦର ବ୍ଲକ କର୍ମୀ ମାନଙ୍କର ଏକ ବୈଠକ ଦଳ କାର୍ଯ୍ୟାଳୟ କଚେରୀ ରୋଡ଼ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପଞ୍ଚାୟତର କର୍ମୀ ମାନଙ୍କ ମଧ୍ୟରୁ ଏକ ବ୍ଲକ କାର୍ଯ୍ୟ କାରିଣୀ ଚୟନ କରାଯାଇ ସେମାନଙ୍କ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର ଉପଖଣ୍ଡରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ ପାଇଁ ବିଷଦ ଆଲୋଚନା
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ…
କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭା
ଢେଙ୍କାନାଳ : ଭୁବନେଶ୍ୱରସ୍ଥିତ କଂଗ୍ରେସ୍ ଭବନରେ ପୁଲିସ୍ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା ଜିଲା କଂଗ୍ରେସ୍ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲା ଆରକ୍ଷୀ…