Browsing Category
ରାଜନୀତି
ଯମୁନାକୋଟ : ପ୍ରଚାରରେ ଆଗୁଆ ସିପ୍ରା ଓ ନଟ
ଭୁବନ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି , ଗାଁଗହଳିରେ ପାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ଭୁବନ ବ୍ଲକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଂଚାୟତଭାବେ ପରିଚିତ ଯମୁନାକୋଟ ରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ହେବାରେ ଲାଗିଛି ।…
ପାଣି ଓ ଡ୍ରେନେଜ ସମାସ୍ୟା ନେଇ ଓଡିଶା ଜନତା ପାର୍ଟି ର ସ୍ମାରକପତ୍ର ପ୍ରଦାନ
ଢେଙ୍କାନାଳ: ଓଡିଶା ଜନତା ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ୟାକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ପ୍ରକାଶଥାଉକି, ଢେଙ୍କାନାଳ ପୌରାଂଚଳ, କାମାକ୍ଷାନଗର…
ସଦର ବ୍ଲକର ୧ନଂଜୋନ୍ ରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପୂର୍ତମନ୍ତ୍ରୀ ପ୍ରଫୁଲ ମଳ୍ଲିକ
ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକର ୧ନଂ ଜୋନ୍ ଜିଲାପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀନୀଙ୍କ ପାଇଁ ରାଜ୍ୟ ପୂର୍ତ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।
ଦଳୀୟ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୂର୍ଣ୍ଣିମା ଦେହୁରୀଙ୍କ ସମେତ…
ବଜେଟ ପ୍ରତିକ୍ରିୟା: ଗଧକୁ ଗାଜରର ଲୋଭ ଦେଖାଇଛି ବଜେଟ
ଭୁବନେଶ୍ଵର: କୃଷକ ଆନ୍ଦୋଳନର ଅପମାନ ସରକାର ଭୁଲିପାରି ନାହାନ୍ତି । ସେଥିପାଇଁ ବଜେଟରେ ସେମାନଙ୍କ ନାଁ ସୁଦ୍ଧା ଧରିବାକୁ ଉଚିତ ମଣିନାହାନ୍ତି । ଓଲଟା ୨.୩୭ ଲକ୍ଷ କୋଟି ଟଙ୍କା ଯାହା ସେମାନଙ୍କୁ ଉତ୍ପାଦର ଏମଏସପି ହିସାବରେ ମିଳୁଛି, ସେଥିରୁ ବାହାଦୁରୀ ନେବାକୁ ଚେଷ୍ଟା କରିଛନ୍ତି ।
ଏକଲକ୍ଷ…
ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ଭତ୍ତା ଦିଆଯିବ
ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର ଜଣାଇଥିଲେ ଯେ ରାଜ୍ୟ ନିର୍ବାଚନ କମିଶନଙ୍କ ତରବରିଆ ଓ ଭ୍ରମାତ୍ମକ ସୂଚନା ଅନୁଯାୟୀ କେତେକ ଓଡ଼ିଶା ମିଡିଆରେ ପ୍ରକାଶ ପାଇଛି ଯେ ଚଳିତ…
ହୀରା ମଣି ଦାସ ଙ୍କ ବିୟୋଗ: ରୁଦ୍ର ପାଣିଙ୍କ ଶୋକ
ଢେଙ୍କାନାଳ: ବିଜେପି ଯୁବ ମୋର୍ଚା ନଗର ମଣ୍ଡଳ ସଭାପତି ସଂକଳ୍ପ ଦାସ ଙ୍କ ଜେଜେ ମା ହୀରା ମଣି ଦାସ ଙ୍କ ବିୟୋଗ ହୋଇଯାଇଛି । ଆଜି ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ସଭାପତି ସଂକଳ୍ପ ଦାସ ଙ୍କ ବାସ ଭବନ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।…
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଆଜି ବିକାଶପଥରେ ମାଡିଚାଲିଛି | ଏଥିପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଯୋଗ ରହିଛି | କୋଭିଡ ମହାମାରୀ ସମୟରେ ଜିଲ୍ଲା ଅନେକ ସମସ୍ୟା ମଧ୍ୟରେ ଗତି କରିଛି | ତେବେ ଅନ୍ୟ ଜିଲ୍ଲା ତୁଳନାରେ ଢେଙ୍କାନାଳ କୋଭିଡ ପରିଚାଳନାରେ ଉତ୍ତମ ପ୍ରଦର୍ଶନ କରିଛି ବୋଲି ୭୩ତମ…
ଆମ୍ ଆଦମୀ ପାର୍ଟି ପକ୍ଷରୁ ୮ ଟି ଜୋନ୍ ରେ ପାର୍ଥୀ ପତ୍ର ଦାଖଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ 27 ଟି ଜିଲ୍ଲା ପରିଷଦ ଆସନ ରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରଥମ ଥର ୮ ଟି ଜିଲ୍ଲା ପରିଷଦ ଜୋନ ରେ ପାର୍ଥୀ ପତ୍ର ଦାଖଲ କରାଯାଇଛି l
ସଦର ବ୍ଲକ ୩ ନଂ ଜୋନ ରୁ ରାଜକୁମାର ପ୍ରଧାନ, ୪ ନଂ ଜୋନ ରୁ ଟିକିନା ପାତ୍ର, ଗଁଦିଆ ବ୍ଲକ ୧ ନଂ ଜୋନ ରୁ ବିଜୟ…
ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା
ହିନ୍ଦୋଳ : ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା | ହିନ୍ଦୋଳ ବିଧାନସଭା ଆସନ ରୁ ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ଗତକାଲି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଚର୍ଚ୍ଚା ଜୋର ଧରିଛି।…
୨୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ୮ଟି ବ୍ଲକ୍ ଥିବା ୨୭ଟି ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ୍ ଦଳ ତରଫରୁ ଜିଲ୍ଲା ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି ।
ଓଡାପଡା ଜୋନ୍ ନଂ-୧ରୁ ବିପତି ମନୁ ନାୟକ, ଜୋନ୍-୨ରୁ ଶରତ ନନ୍ଦ, ଜୋନ୍ ୩ରୁ ସଂଗ୍ରାମ…