Browsing Category
ଜିଲ୍ଲା ଖବର
ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଢେଙ୍କାନାଳ: ଓଡ଼ପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡ଼ଃ ଶମ୍ଭୁ ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି꘡
ଉକ୍ତ ଉତ୍ସବରେ ମହାବିଦ୍ୟାଳୟର…
ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ନୂତନ କର୍ମକର୍ତା ଚୟନ
ଢେଙ୍କାନାଳ: ଗତକାଲି ଶ୍ରୀଶ୍ରୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାରର ବାର୍ଷିକ ସାଧାରଣ ସଭା ମୀନାବଜାରସ୍ଥ ସଭା ମଣ୍ଡପ ଠାରେ ବିରଂଚି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୨୦୨୨-୨୩ ବର୍ଷ ପାଇଁ ଲକ୍ଷ୍ମୀ ପୂଜା କମିଟିର ନିମ୍ନଲିଖିତ ନୂତନ କର୍ମକର୍ତାଙ୍କୁ…
କୁକୁଡ଼ା ଫାର୍ମକୁ ବିରୋଧ କରି ନାଠୁଆ ଗ୍ରାମବାସୀଙ୍କ ବିକ୍ଷୋଭ
ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଠୁଆ ଗ୍ରାମ ନିକଟରେ କୁକୁଡ଼ା ଫାର୍ମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନାଠୁଆ, ପାରିଖେଦା ଓ ଖଣ୍ଡବନ୍ଧ ଗାଁର ଶତାଧିକ ଗ୍ରାମବାସୀ ସାମିଲ ଥିଲେ । ୪୦ଏକର…
ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ପାଳନ
ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ନୂତନ ଭାବରେ ସଂସ୍ଥାପିତ 'ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ' ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୨ କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ…
କୁକୁଡ଼ାଫାର୍ମ ସ୍ଥାନାନ୍ତର ଦାବିରେ ମହୁଲପୁଞ୍ଜିବାସୀ ଜିଲ୍ଲାପାଳଙ୍କୁ ଭେଟିଲେ
ଢେଙ୍କାନାଳ : ସଂପ୍ରତି ବର୍ଷାଦିନ ଚାଲିଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହୁଲପୁଞ୍ଜି ଗ୍ରାମରୁ କୁକୁଡ଼ାଫାର୍ମ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଦାବି କରିଛନ୍ତି ।
ଅଭିଯୋଗର ଏକକିତା ନକଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରାଜ୍ୟ ଗୃହମନ୍ତ୍ରୀ, ଓଡ଼ିଶା…
ଭୁବନର ପ୍ରସିଦ୍ଧ ଗଣେଶ ପୂଜା ପାଇଁଶାନ୍ତିକମିଟିର ପ୍ରସ୍ତୁତି ବୈଠକ
ଭୁବନ: ଭୁବନରେ ଦ୍ୱିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଉପଲକ୍ଷେ ମିଳିତ ପୂଜା କମିଟି ତରଫରୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶାନ୍ତି କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମିଳିତ ପୂଜାକମିଟି ସଭାପତି ଦୀପକ କୁମାର ବେହେରା ଙ୍କ ଅଧ୍ୟକ୍ଷତା ଓ ଉପ ସଭାପତି…
ଶିଶୁମନ୍ଦିରରେ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ
ଭୁବନ: ଭୁବନ ସରସ୍ୱତୀ ଶିଶୁ ମନ୍ଦିରେ ସୋମବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ୪ ଦିନିଆ ସଙ୍କୁଳ ଆଚାର୍ଯ୍ୟକର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାଳାଂଶ ଅବସରରେ ନଗରପାଳ ଶୁଭେନ୍ଦୁ କୁମାରସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
ମୁଖ୍ୟବକ୍ତା ଭାବେ…
ଗ୍ରନ୍ଥାଗାରିକ ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ଅବର୍ତମାନ: ମହିମା ମହାବିଦ୍ୟାଳୟରେ ଶୋକସଭା
ଯୋରନ୍ଦା : ମହିମା ମହାବିଦ୍ୟାଳୟର ସହଗ୍ରନ୍ଥାଗାରିକ ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ଅବର୍ତମାନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ଏକ ଶୋକସଭା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, …
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର
ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ l ବାରମ୍ବାର…
ଭୁବନ ଏନଏସି ରେ ସ୍ୱଚ୍ଛ ସାଥୀ ଙ୍କୁ ପୋଷାକ ବଣ୍ଟନ
ଭୁବନ : ଭୁବନ ଏନଏସି ତରଫରୁ ସ୍ୱଚ୍ଛସାଥୀ ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାରେ ସ୍ୱଚ୍ଛସାଥୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହ…