Take a fresh look at your lifestyle.
Browsing Category

ଜିଲ୍ଲା ଖବର

ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର

ଢେଙ୍କାନାଳ : ସରକାରୀ ଜାଗାରେ ଗଢି ଉଠିଥିବା ବେଆଇନ ସତସଙ୍ଗ କେନ୍ଦ୍ରରେ ବୁଲିଲା ବୁଲଡୋଜର I ସତସଙ୍ଗ କେନ୍ଦ୍ର ର ଭକ୍ତ ମାନଙ୍କ ପ୍ରବଳ ବିରୋଧ ସତ୍ୱେ ବେଆଇନ ଘର ,ଉପାସନା କେନ୍ଦ୍ର କୁ ଉଛେଦ କରାଯାଇଛି I ସଦର ଉପଜିଲାପାଳ ବିବୁଧ ଗଡ଼ନାୟକ,ତହସିଲଦାର ସ୍ୱାଧୀନ ବେହେରା , ସଦର ଥାନା ଅଧିକାରୀ…

ଶ୍ରମିକ, କୃଷକଙ୍କ ୧୭ଦଫା ଦାବି ପାଇଁ ମଇ ୨୦ ଧର୍ମଘଟ ସଫଳତା ପାଇଁ ଆହ୍ୱାନ

ଢେଙ୍କାନାଳ : ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି. , ସି.ଆଇ.ଟି.ୟୁ, ଏ.ଆଇ.ସି.ସି.ଟି.ୟୁ., ଏଚ୍.ଏମ୍.ଏସ୍., ଏଲ୍.ପି.ଏଫ., ଟି.ୟୁ.ସି.ସି., ୟୁ.ଟି.ୟୁ.ସି. ଏବଂ କର୍ମଚାରୀଙ୍କ ସ୍ୱାଧୀନ ଫେଡେରେସନ୍ ପ୍ରମୁଖଙ୍କ ଡାକରାରେ ମଇ ୨୦ ଦେଶବାପୀ ସାଧାରଣ ଧର୍ମଘଟକୁ…

ପ୍ରେମ କରି ଛେଚା ଖାଇଲେ ବିବାହିତ ପୁରୁଷ ଓ ବିଧବା ମହିଳା

ଗଁଦିଆ (ସୌମ୍ୟ ରଞ୍ଜନ ମହାନ୍ତି ) : ସୋସିଆଲ ମିଡ଼ିଆ ରେ  ପ୍ରେମ ସମ୍ପର୍କ ସ୍ଥାପନ କରି ଜଣେ ବିବାହିତ ପୁରୁଷ ଓ ଜଣେ ବିଧବା ମହିଳା ହୀନସ୍ତା ହେବାର ଦେଖିବାକୁ ମିଳିଛି l ପତ୍ନୀ ଙ୍କ ମାଡ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ଲହୁଲୁହାଣ ହୋଇଛନ୍ତି I ଏହି ଘଟଣା ଏବେ ଗଁଦିଆରେ ଚର୍ଚ୍ଚା ର ବିଷୟ…

ପି- ଏମ ଜନମନ ଓ ଧରତୀ ଆବା ଗ୍ରାମ୍ୟ ଉନ୍ନତ ଅଭିଯାନରେ ସାମାଜିକ ଓ ଅର୍ଥନୈତିକ ବିକାଶ ପରିଲକ୍ଷିତ ହେଉଛି : ଜିଲ୍ଲାପାଳ

* ପି- ଏମ ଜନମନ ଯୋଜନରେ ଜିଲ୍ଲାର ୭ ଗୋଟି ବ୍ଲକର ୧୧୨ଟି ଗ୍ରାମ ଅନ୍ତର୍ଭୁକ୍ତ * ଧରତୀ ଆବା ଗ୍ରାମ୍ୟ ଉନ୍ନତ ଅଭିଯାନରେ ଜିଲ୍ଲାର ୬ଗୋଟି ବ୍ଲକର ୧୧୭ ଟି ଗ୍ରାମ ଅନ୍ତର୍ଭୁକ୍ତ

ଅନ୍ୟ ର ବାରମ୍ବାର ଦୋଷ ଦେଖିବା ଏକ ବେମାରୀ

ଢେଙ୍କାନାଳ (ଦିଲୀପ ସାହାଣୀ ): ଢେଙ୍କାନାଳ ମହିଷାପଟ ସ୍ଥିତ ଶାନ୍ତି ନଗର ଠାରେ ଗତକାଲି ସନ୍ଧ୍ୟା ରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱାବିଦ୍ୟାଳୟ ଶାନ୍ତି ନଗର ଶାଖା ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହି ଉତ୍ସବ ରେ ମୁଖ୍ୟ ସଞ୍ଚଳିକା ବି କ ଉଷା ପରାମତ୍ମା ଦତ୍ତ ରାଜଯୋଗ ଓ…

ଶିକ୍ଷକ ସ୍ବର୍ଗତ ଉଦୟ ନାଥ କର ଙ୍କ ସ୍ମୃତି ଚାରଣ ସଭା

ଗଁଦିଆ : ସନ୍ଥଶ୍ରୀକ୍ଷେତ୍ର ସନ୍ଥପୁର ର ସ୍ନାନ ମଣ୍ଡପରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ଉଦୟ ନାଥ କର ଙ୍କ ସ୍ମୃତି ଚାରଣ ସଭା ସନ୍ଥପୁର ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ, ସନ୍ଥପୁର ଗ୍ରାମ ସଂଗଠନ ର ପ୍ରାକ୍ତନ ସଭାପତି, ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ବର୍ଗତ ଉଦୟ…

କପିଳାସ ମନ୍ଦିର ପ୍ରତିଷ୍ଠା ସମାରୋହ ୧୦ରେ

ଢେଙ୍କାନାଳ(ରାଜକିଶୋର ରାଉତ ): କପିଳାସ ମନ୍ଦିରର ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତା ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଐତିହ୍ୟପୂର୍ଣ୍ଣ ମନ୍ଦିରଟି ୧୨୪୬ ଖ୍ରୀଷ୍ଟାବ୍ଦ ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାଜା ନରସିଂହ ଦେଓ ବା ଲାଙ୍ଗୁଳା ନରସିଂହ ଦେବ ପ୍ରତିଷ୍ଠା କରିଥିଲେ । ଏହି ଦିନକୁ…

ପେଟ୍ରୋଲ ପମ୍ପରେ ଠକେଇ ଉପଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେଲେ ଦୀପକ

ଢେଙ୍କାନାଳ (ଜ୍ଞାନରଞ୍ଜନ ଶତପଥି ) : ଢେଙ୍କାନାଳ ସହରର ସିମିଳିଆ ଓଭରବ୍ରିଜ ରାମେଶ୍ୱରପୁର ପେଟ୍ରୋଲ ପମ୍ପ ନାଁରେ ଠକେଇ ଅଭିଯୋଗଆଣିଛନ୍ତି ଗ୍ରାହକ ଦୀପକ ରଞ୍ଜନ ମିଶ୍ର ।  ଠକେଇ ଘଟଣାକୁ 4 ଦିନ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦୀପକ ଉପ ଜିଲାପାଳ ବିବୁଧ ଗଡ଼ନାୟକ ଙ୍କୁ…

ଯୋଗ ଥେରାପିଷ୍ଟ ଆସୋସିଏସନ ପକ୍ଷରୁ କର୍ମଶାଳା

ଢେଙ୍କାନାଳ  : ଢେଙ୍କାନାଳ ସହରସ୍ଥିତ ଦକ୍ଷୀଣକାଳୀ ରୋଡଠାରେ ଥିବା ବ୍ରିଟିଶ ପବ୍ଲିକ ସ୍କୁଲ ପରିସରରେ ଯୋଗ ଥେରାପିଷ୍ଟ ଆସୋସିଏସନ ପକ୍ଷରୁ ମଧୁମେହ ସମ୍ପର୍କିତ ଏକ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ହୋମିଓପାଥିକ ଅଫିସର ଡ. କୃଷ୍ଣ ମୋହନ…

ଛାତ୍ରଛାତ୍ରୀମାନେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଆହ୍ୱାନ 

ଢେଙ୍କାନାଳ ସଦର : (ନି.ପ୍ର): ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ରଞ୍ଜାସ୍ଥିତ ରୟାଲ ଇଣ୍ଟରନ୍ୟାସ୍ନାଲ ପବ୍ଲିକ୍ ସ୍କୁଲ୍ର ବାର୍ଷିକ ଉତ୍ସବ "ରୟାଲ୍ ଫେଷ୍ଟ' ଶନିବାର ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବକୁ ଢେଙ୍କାନାଳ ଏମ୍ପି ମହେଶ ସାହୁ ଉଦ୍ଘାଟନ କରି କହିଲେ, ଛାତ୍ରଛାତ୍ରୀମାନେ…