Take a fresh look at your lifestyle.

ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ବନମହୋତ୍ସବ ସପ୍ତାହର ଶୁଭାରମ୍ଭ

ଢେଙ୍କାନାଳ:ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିବସ ଅବସରରେ ଢେଙ୍କାନାଳ ସହରର ୪ନଂ ୱାର୍ଡ ସ୍ଥିତ ଜର୍ଜ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବଉଳ, ବେଲ, ପଣସ, ଆମ୍ବ, ଅଁଳା ଇତ୍ୟାଦି ୧୦ରୁ ଉଦ୍ଧ୍ୱର୍…

ଗୋପବନ୍ଧୁ ସେବା ଦିବସରେ ବୃକ୍ଷରୋପଣ

  ଢେଙ୍କାନାଳ : ସ୍ଥାନୀୟ ବିବେକାନନ୍ଦ ବିଦ୍ୟାଳୟ ପରିସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଗୋପବନ୍ଧୁ ସେବା ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡିସିସି ପ୍ଲେ ସ୍କୁଲ୍ର ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ…

ଭୁବନ ରଥଯାତ୍ରାରେ ଅଘଟଣ,ବଳଭଦ୍ର ରଥ ଚକ ଭାଙ୍ଗିଲା

ଭୁବନ : ଭୁବନ ରେ ଚଳିତ ବର୍ଷ ବିପୁଳ ଉସôାହ ,ଉଦ୍ଦିପନା ଓ ଆନନ୍ଦ ,ଉଲ୍ଲାସ ର ସହ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ବର୍ଷ ପରେ ଭକ୍ତ ଭଗବାନ ଙ୍କ ଅପୂର୍ବ ମିଳନ ହୋଇଥିଲା । ଠାକୁରଙ୍କୁ ପାଖରୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ପ୍ରାତଃ ସମୟରୁ ଠାକୁରଙ୍କ ପୂଜାର୍ଚ୍ଚନା…

ରଥଯାତ୍ରା ପାଇଁ  ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଭଜନ ସଂନ୍ଧା ଆରମ୍ଭ

ଢେଙ୍କାନାଳ: ସ୍ଥାନିୟ ବାଜି ଚୌକି ଠାରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଉଦ୍ଘାଟନ କରିଥିଲେ ଜିଲ୍ଲାପାଳ  ସରୋଜ କୁମାର ସେଠୀ, ଡିଆର ଡିଏ ପିଡି ସାଫଲ୍ୟ କୁମାର ପଣ୍ଡିତ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାସ, ସତ୍ୟ କର, ସତ୍ୟ ସ୍ୱରୂପ ଦାସ, ଟଙ୍କଧର…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ସପ୍ତାହରେରେ ସାମ୍ବାଦିକ ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

ଢେଙ୍କାନାଳ :କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଘାଗରାମୁଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସେବା ସପ୍ତାହରେ ସଫେଇ କାର୍ଯ୍ୟକ୍ରମ ପାଳିତ ହେଇଅଛି । କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଘାଗରାମୁଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ…

ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଢେଙ୍କାନାଳ: ଓଡ଼ପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡ଼ଃ ଶମ୍ଭୁ ପ୍ରସାଦ ପ୍ରଧାନ ଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ କୁମାର ପୃଷ୍ଟିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର  ଅନୁଷ୍ଠିତ ହୋଇଯାଇଛି꘡ ଉକ୍ତ ଉତ୍ସବରେ ମହାବିଦ୍ୟାଳୟର…

ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ନୂତନ କର୍ମକର୍ତା ଚୟନ

ଢେଙ୍କାନାଳ: ଗତକାଲି ଶ୍ରୀଶ୍ରୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବଜାରର ବାର୍ଷିକ ସାଧାରଣ ସଭା ମୀନାବଜାରସ୍ଥ ସଭା ମଣ୍ଡପ ଠାରେ ବିରଂଚି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୨୦୨୨-୨୩ ବର୍ଷ ପାଇଁ ଲକ୍ଷ୍ମୀ ପୂଜା କମିଟିର ନିମ୍ନଲିଖିତ ନୂତନ କର୍ମକର୍ତାଙ୍କୁ…

କୁକୁଡ଼ା ଫାର୍ମକୁ ବିରୋଧ କରି ନାଠୁଆ ଗ୍ରାମବାସୀଙ୍କ ବିକ୍ଷୋଭ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଠୁଆ ଗ୍ରାମ ନିକଟରେ କୁକୁଡ଼ା ଫାର୍ମକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ନାଠୁଆ, ପାରିଖେଦା ଓ ଖଣ୍ଡବନ୍ଧ ଗାଁର ଶତାଧିକ ଗ୍ରାମବାସୀ ସାମିଲ ଥିଲେ । ୪୦ଏକର…

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ  ଶ୍ରାଦ୍ଧବାର୍ଷିକୀ  ପାଳନ

 ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ନୂତନ ଭାବରେ ସଂସ୍ଥାପିତ 'ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ' ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୨ କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ…

କୁକୁଡ଼ାଫାର୍ମ ସ୍ଥାନାନ୍ତର ଦାବିରେ ମହୁଲପୁଞ୍ଜିବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

ଢେଙ୍କାନାଳ  : ସଂପ୍ରତି ବର୍ଷାଦିନ ଚାଲିଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହୁଲପୁଞ୍ଜି ଗ୍ରାମରୁ କୁକୁଡ଼ାଫାର୍ମ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଦାବି କରିଛନ୍ତି । ଅଭିଯୋଗର ଏକକିତା ନକଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରାଜ୍ୟ ଗୃହମନ୍ତ୍ରୀ, ଓଡ଼ିଶା…